ETV Bharat / state

କଙ୍କଡାହାଡ଼ରେ ଅବକାରୀ ବିଭାଗ ଚଢ଼ାଉ କରି ଜବତ କଲା ନକଲି ମଦ, 2 ଗିରଫ - 2 ଗିରଫ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ । ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ଓ ଦୁଇ ଗିରଫ ।

excise-department-raid
excise-department-raid
author img

By

Published : Jan 9, 2020, 6:47 PM IST

ଢେଙ୍କାନାଳ: କଙ୍କଡାହାଡ଼ ଅଞ୍ଚଳରେ ବଢ଼ିବାରେ ଲାଗିଛି ନକଲି ମଦ ବେପାର । ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାର୍ଡ କଙ୍କଡାହାଡ଼ ଥାନା ଅନ୍ତର୍ଗତ ହାଟ ସାହିରେ ଚଢ଼ାଉ କରିଥିଲା ।

କଙ୍କଡାହାଡ଼ରେ ଅବକାରୀ ବିଭାଗର ଚଢ଼ାଉ, ନକଲି ମଦ ଜବତ 2 ଗିରଫ

ଏହି ଚଢ଼ାଉରେ ହାଟ ସାହିରୁ ୧୮୦ଟି ନକଲି ବିଦେଶୀ ମଦ ବୋତଲ ଓ ବିପୁଳ ପରିମାଣରେ ନକଲି ମଦ ଷ୍ଟିକର ଅବକାରୀ ଟିମ ଜବତ କରିଛି । ଏହି ନକଲି ମଦ କାରବାର ଅଭିଯୋଗରେ ହାଟ ସାହିର ଲକ୍ଷ୍ମୀଧର ପାତ୍ର ଓ ପ୍ରକାଶ ପାତ୍ରଙ୍କୁ ଗିରଫ କରିଛି ଟିମ୍ । ଏ ସଂକ୍ରାନ୍ତରେ ଗୋଟିଏ ଅବକାରୀ ମାମଲା ରୁଜୁ କରାଯିବା ସହ ଗିରଫ ଦୁଇଜଣଙ୍କୁ କୋର୍ଟକୁ ଚାଲାଣ କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଆଙ୍କର: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଅଂଚଳରେ ନକଲି ମଦ ବେପାର ବଢ଼ିବାରେ ଲାଗିଚି। ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ କଙ୍କଡାହାଡ଼ ଥାନା ଅନ୍ତର୍ଗତ ହାଟ ସାହି ରେ ଚଢ଼ାଉ କରିଥିଲା।

Body:ଏହି ଚଢ଼ାଉ ରେ ହାଟ ସାହିରୁ ୧୮୦ଟି ନକଲି ବିଦେଶୀ ମଦ ବୋତଲ ଓ ବିପୁଳ ପରିମାଣରେ ନକଲି ମଦ ଷ୍ଟିକର ଅବକାରୀ ଟିମ ଜବତ କରିଥିଲା। ଏହି ନକଲି ମଦ କାରବାର ଅଜିଯୋଗରେ ହାଟ ସାହିର ଲକ୍ଷ୍ମୀଧର ପାତ୍ର ଓ ପ୍ରକାଶ ପାତ୍ରଙ୍କୁ ଗିରଫ କରାଯାଇଛି । Conclusion:ଏ ସଂକ୍ରାନ୍ତରେ ଗୋଟିଏ ଅବକାରୀ ମାମଲା ରୁଜୁ କରାଇଛି । ଗିରଫ ଦୁଇଜଣଙ୍କୁ କୋର୍ଟକୁ ଚାଲାଣ କରାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର ଙ୍କ ରିପୋର୍ଟ। ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.