ETV Bharat / state

ନାଳ ନିକଟରୁ ହାତୀ ଛୁଆର ମୃତଦେହ ଉଦ୍ଧାର, କାନ ଓ ପେଟରେ ସଂକ୍ରମଣ ହୋଇଥିବା ଆଶଙ୍କା

ନାଳ ନିକଟରୁ ହାତୀ ଛୁଆର ମୃତଦେହ ଉଦ୍ଧାର । ମୃତ ହାତୀ ଛୁଆଟିର ବୟସ ୧ମାସ ବୋଲି ଅନୁମାନ କରାଯାଉଛି। ହାତୀଟିର ବାମ କାନ, ପେଟ ଓ ପଛପାଖରେ ସଂକ୍ରମଣ ହୋଇ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଅଧିକ ଖବର ପଢନ୍ତୁ...

Elephant dead body
ନାଳ ନିକଟରୁ ହାତୀ ଛୁଆର ମୃତଦେହ ଉଦ୍ଧାର କଲା ବନ ବିଭାଗ
author img

By

Published : Jan 28, 2020, 2:50 PM IST

ଢେଙ୍କାନାଳ: ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ନିକଟରୁ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି । ମଙ୍ଗଳବାର ସକାଳେ କନ୍ତିଓକାଟେଣୀ ଗ୍ରାମର ଗୁଡିଆ ନାଳ ନିକଟରେ ହାତୀ ଛୁଆଟି ମରିପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବନ କର୍ମଚାରୀମାନେ ପହଞ୍ଚି ମୃତହାତୀ ଛୁଆଟିକୁ ଉଦ୍ଧାର କରିଛନ୍ତି ।

ନାଳ ନିକଟରୁ ହାତୀ ଛୁଆର ମୃତଦେହ ଉଦ୍ଧାର କଲା ବନ ବିଭାଗ

ସୂଚନା ଅନୁସାରେ, ମୃତ ହାତୀ ଛୁଆଟିର ବୟସ ୧ମାସ ବୋଲି ଅନୁମାନ କରାଯାଉଛି । ହାତୀଟିର ବାମ କାନ, ପେଟ ଓ ପଛପାଖରେ ସଂକ୍ରମଣ ହୋଇଯାଇଛି। ଯାହାଫଳରେ ହାତୀଟି ଚାଲିବୁଲି ପାରୁନଥିଲା ବୋଲି ଅନୁମାନ କରାଯାଇଛି । ଶାରୀରିକ ସ୍ତରରେ ଦୁର୍ବଳ ହୋଇଯାଇଥିବାରୁ ଏକ ଛୋଟ ନାଳରେ ପଡିଯାଇ ଉଠିନପାରି ହାତୀଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଇଛି । ବନବିଭାଗ ପକ୍ଷରୁ ତଦନ୍ତ କରାଯାଉଥିବାବେଳେ ବ୍ୟବଛେଦ ପରେ ଗାତ ଖୋଳି ପୋତି ଦିଆଯାଇଛି।

ଢେ଼ଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଅାଙ୍କର: ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କନ୍ତିଓକାଟେଣି ଗ୍ରାମ ନିକଟରୁ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି।
Body:ଅାଜି ସକାଳେ କନ୍ତିଓକାଟେଣୀ ଗ୍ରାମ ର ଗୁଡିଆ ନାଳ ନିକଟରେ ହାତୀ ଛୁଆଟି ମରିପଡିଥିବା ଦେଖାଯାଇଥିଲା। ଖବର ପାଇ ବନ କର୍ମଚାରୀମାନେ ପହଂଚି ମୃତ ହାତୀ ଛୁଆଟିକୁ ଉଦ୍ଧାର କରିଥିଲେ।
ମୃତ ହାତୀ ଛୁଆର ବୟସ ୧ମାସ ବୋଲି ଅନୁମାନ କରାଯାଉଛି।ହାତୀଟିର ବାମ କାନ, ପେଟ ଓ ପଛପାଖରେ ସଂକ୍ରମଣ ହୋଇଯାଇଛି। ଯାହା ଫଳରେ ହାତୀଟି ଚାଲିବୁଲି ପାରୁନଥିଲା ବୋଲି ଅନୁମାନ କରାଯାଇଛି। ଦୁର୍ବଳ ହୋଇଯାଇଥିବାରୁ ଏକ ଛୋଟ ନାଳରେ ପଡିଯାଇ ଉଠି ନପାରି ମୃତ୍ୟୁ ଘଟିଥିବା ଅନୁମାନ କରାଯାଇଛି।

Conclusion:ବନ ବିଭାଗ ପକ୍ଷରୁ ତଦନ୍ତ କରୁଥିବାବେଳେ ବ୍ୟବଛେଦ ପରେ ଗାତ  ଖୋଳି ପୋତି ଦିଆଯାଇଛି।
ଢେ଼ଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.