ETV Bharat / state

କୋରୋନା କଟକଣା ମଧ୍ୟରେ ଚାଲିଛି ମହାସପ୍ତମୀ ପୂଜା - କରୋନା କଟକଣା ମଧ୍ୟରେ ଦୁର୍ଗାପୂଜା

ଢେଙ୍କାନାଳ ଜିଲ୍ଲା ଗଦିଆଁ ବ୍ଲକ ଷଡଙ୍ଗୀରେ କୋରୋନା କଟକଣାକୁ ପାଳନ କରି ମାଙ୍କ ମହାସପ୍ତମୀ ପୂଜା ପାଳନ କରାଯାଉଛି । କୋରୋନା ନିୟମକୁ ପାଳନ କରି ମାଙ୍କ ଦର୍ଶନ କରୁଛନ୍ତି ଭକ୍ତ । ଅଧିକ ପଢନ୍ତୁ...

ମହାସପ୍ତମୀ ପୂଜା
ମହାସପ୍ତମୀ ପୂଜା
author img

By

Published : Oct 23, 2020, 6:00 PM IST

Updated : Oct 23, 2020, 6:18 PM IST

ଢେଙ୍କାନାଳ: କୋରୋନା କଟକଣା ମଧ୍ୟରେ ଚାଲିଛି ମା' ଜଗତଜନନୀଙ୍କ ମହାସପ୍ତମୀ ପୂଜା । ଢେଙ୍କାନାଳ ଜିଲ୍ଲା ଗଦିଆଁ ବ୍ଲକ ଷଡଙ୍ଗୀରେ କୋରୋନା କଟକଣାକୁ ପାଳନ କରି ମାଙ୍କୁ ପୂଜାର୍ଚ୍ଚନା କରାଯାଉଛି ।

କୋରୋନା କଟକଣା ମଧ୍ୟରେ ଚାଲିଛି ମହାସପ୍ତମୀ ପୂଜା

ଦୀର୍ଘ 33 ବର୍ଷ ଧରି ଷଡଙ୍ଗୀରେ ମାଙ୍କ ପୂଜା ପାଳନ କରାଯାଇଆସୁଛି । ପ୍ରତ୍ୟେକ ବର୍ଷ ଏଠାରେ ବେଶ୍ ଧୁମ୍ ଧାମରେ ଦୁର୍ଗାପୂଜା ପାଳନ କରାଯାଇଥାଏ । ହେଲେ ଏଥର କୋରୋନା ମହାମାରୀ କାରଣରୁ ଭକ୍ତଙ୍କୁ ବିଭିନ୍ନ ନିୟମ ପାଳନ କରି ମାଙ୍କୁ ଦର୍ଶନ କରିବାକୁ ପଡୁଛି । ପୂଜା ମଣ୍ଡପରେ ଭକ୍ତଙ୍କ ଗହଳି ଚହଳି ପୂର୍ବ ଭଳି ଦେଖିବାକୁ ମିଳୁନଥିଲେ ମଧ୍ୟ ମଣ୍ଡପ ଗୁଡିକରେ ରୀତିନୀତିରେ ପାଳିତ ହେଉଛି ମା ଦଶଭୂଜାଙ୍କ ପୂଜା ।

ତଥାପି କେତେକ ଭକ୍ତ କୋରୋନା କଟକଣାକୁ ପାଳନ କରି ମାଙ୍କ ଦର୍ଶନ ପାଇଁ ଆସୁଥିବା ଦେଖିବାକୁ ମିଳିଛି । ଏହି କୋରୋନା ମହାମାରୀ କିଭଳି ଦୂରେଇଯିବ ଏବଂ ଆସନ୍ତା ବର୍ଷ କିଭଳି ସବୁବର୍ଷ ପରି ମାଙ୍କ ପୂଜାର୍ଚ୍ଚନା କରାଯିବ ତାହାହିଁ ମାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଭକ୍ତ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Oct 23, 2020, 6:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.