ETV Bharat / state

କେନାଲରେ ପଡି ଯୁବକ ମୃତ - କାମାକ୍ଷାନଗର ଥାନା କେନାଲରେ ପଡି ଯୁବକ ମୃତ

କାମାକ୍ଷାନଗର ଥାନା ମହୁଲପାଳ ଗ୍ରାମ କେନାଲରେ ପଡି ଜଣେ ଯୁବକଙ୍କ ମୃତ୍ୟୁ । ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।

କେନାଲରେ ପଡି ଯୁବକ ମୃତ
କେନାଲରେ ପଡି ଯୁବକ ମୃତ
author img

By

Published : Jul 8, 2020, 5:37 PM IST

ଢେଙ୍କାନାଳ: କେନାଲରେ ପଡି ଯୁବକ ମୃତ । କାମାକ୍ଷାନଗର ଥାନା ମହୁଲପାଳ ଗ୍ରାମ କେନାଲରେ ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।

କେନାଲରେ ପଡି ଯୁବକ ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମ କେନାଲରେ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର ମହେଶ୍ବର ଦେହୁରୀ l ମହେଶ୍ବର ଶୌଚ ହେବାପାଇଁ କେନାଲକୁ ଯାଇଥିବା ବେଳେ କେନାଲ ମଧ୍ୟକୁ ମୁହଁ ମାଡି ପଡିଯାଇଥିଲେ l ଦୀର୍ଘ ସମୟ ଧରି କେନାଲ ଭିତରେ ମୁହଁ ମାଡି ପଡିରହିଥିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି l ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.