ETV Bharat / state

ଜାତୀୟ ସଡକ ସୁରକ୍ଷା ଅବସରରେ ଢେଙ୍କାନାଳରେ ସାଇକେଲ ଶୋଭାଯାତ୍ରା - dhenkanal sp

ଜାତୀୟ ସଡକ ସୁରକ୍ଷା ମାସ ଅବସରରେ ଢେଙ୍କାନାଳରେ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ....

ଜାତୀୟ ସଡକ ସୁରକ୍ଷା ଅବସରରେ ଢେଙ୍କାନାଳରେ ସାଇକେଲ ଶୋଭାଯାତ୍ରା

author img

By

Published : Jan 24, 2021, 5:44 PM IST

ଢେଙ୍କାନାଳ: ଜାତୀୟ ସଡକ ସୁରକ୍ଷା ମାସ ଅବସରରେ ଢେଙ୍କାନାଳରେ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ ଶିବା ଶୁବ୍ରମଣି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଜାତୀୟ ସଡକ ସୁରକ୍ଷା ଅବସରରେ ଢେଙ୍କାନାଳରେ ସାଇକେଲ ଶୋଭାଯାତ୍ରା

ଢେଙ୍କାନାଳ କୋରିଆଁ ବାଇପାସ ଛକ ନିକଟରୁ ସହର ମଧ୍ୟରେ ଶୋଭାଯାତ୍ରା କରି ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ଏହି ସାଇକେଲ ରାଲି ଆସିଥିଲା । ସାଇକେଲ ଚଲାଇବା ଦ୍ବାରା ପରିବେଶ ପ୍ରଦୁଷଣ ମୁକ୍ତ ରହିବା ସହିତ ଶାରିରକ ସୁସ୍ଥାତାର ବାର୍ତ୍ତା ମଧ୍ୟ ଦିଆଯାଇଥିଲା। ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନେତୃତ୍ବରେ ଏହି ସାଇକେଲ ରାଲିର ଆୟୋଜନରେ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସହରର ଜନ ସାଧାରଣ ସ୍ବତଃପ୍ରବୃତ୍ତ ଭାବରେ ଏହି ସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସମସ୍ତଙ୍କ ହାତରେ ଟ୍ରାଫିକ ନିୟମ ଅନୁପାଳନର ସଚେତନତା ବାର୍ତ୍ତା ପ୍ଲାକାର୍ଡ ମାଧ୍ୟମରେ ସହରବାସୀଙ୍କୁ ସଚେତନ କରାଯାଇଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.