ETV Bharat / state

ଭୁବନ ଏନଏସିକୁ ୪୮ ଘଣ୍ଟା ସଟଡାଉନ କଲେ ଜିଲ୍ଲାପାଳ - ଲୋକେ ମାନୁନାହାଁନ୍ତି କୋବଡ କଟକଣା

କୋରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଭୁବନ ଏନଏସିକୁ ୪୮ ଘଣ୍ଟା ସଟଡାଉନ ଘୋଷଣା କଲେ ଢେଙ୍କାନାଳ ଜିଲ୍ଲାପାଳ । ଭୁବନ ଏନଏସିର ମାଛ ବଜାର ଲୋକେ କୋରୋନା କଟକଣା ମାନୁନଥିବା ଦେଖାଯାଇଛି । ଅଧିକ ପଢନ୍ତୁ...

ଭୁବନ ଏନଏସିକୁ ୪୮ ଘଣ୍ଟା ସଟଡାଉନ କଲେ ଜିଲ୍ଲାପାଳ

author img

By

Published : Aug 26, 2020, 6:02 PM IST

ଢେଙ୍କାନାଳ: ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୧୨୯୬ ରେ ପହଞ୍ଚି ଥିବା ବେଳେ ଭୁବନ ଏନଏସି ରେ ୪୦୦ ଟପିସାରିଲାଣି । ବର୍ତ୍ତମାନ ଢେଙ୍କାନାଳ ଜିଲ୍ଲାର କୋରୋନା ହଟସ୍ପଟ ପାଲଟିଛି ଭୁବନ ଏନଏସି ।

ଭୁବନ ଏନଏସିକୁ ୪୮ ଘଣ୍ଟା ସଟଡାଉନ କଲେ ଜିଲ୍ଲାପାଳ

କ୍ରମାଗତ ଭାବରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ବୁଧବାର ଠାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଭୁବନ ଏନଏସିକୁ ଜିଲ୍ଲାପାଳ ସଟଡାଉନ ଘୋଷଣା କରିଛନ୍ତି । ଏପଟେ ଭୁବନ ଏନଏସିର ଗୁଜୁରୀ ହାଟରେ ମେଲିଛି ହାଟର ପସରା । ମାଛ, ପରିବା, ଗ୍ରୋସରି, ଜଳଖିଆ ଆଦି ବେପାର ଚାଲିଥିବା ବେଳେ ପ୍ରଶାସନ ପାଖରେ ଏହାର କୌଣସି ଖବର ନାହିଁ । ବୁଧବାର ଆମିଷ ପାଳି ଥିବାରୁ ହାତରେ ମାଛ ପାଇଁ ଲୋକଙ୍କର ନାହିଁ ନ ଥିବା ଭିଡ ଜମିଥିବା ଦେଖିବାକୁ ମିଳିଛି । ତେବେ ମାଛ ପାଇଁ ଲୋକମାନେ କୋଭିଡ କଟକଣାକୁ ଭୁଲିଯାଇଥିବା ଦେଖାଯାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.