ETV Bharat / state

ଢେଙ୍କାନାଳରେ ଭାରତ ବନ୍ଦ ପ୍ରଭାବ ଶୂନ୍ୟ - bharat band news

ନାଗରିକତା ସଂଶୋଧନ ବିଲକୁ ବିରୋଧ କରି ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଢେଙ୍କାନାଳରେ ଏହାର ପ୍ରଭାବ ପଡିନାହିଁ । ଅଧିକ ଖବର ପଢନ୍ତୁ...

bharat band  no effect on dhenkanal
ଢେଙ୍କାନାଳରେ ଭାରତ ବନ୍ଦ ପ୍ରଭାବ ଶୂନ୍ୟ
author img

By

Published : Jan 29, 2020, 4:42 PM IST

ଢେଙ୍କାନାଳ: ନାଗରିକତା ସଂଶୋଧନ ବିଲକୁ ବିରୋଧ କରି ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଢେଙ୍କାନାଳରେ ଏହାର ପ୍ରଭାବ ପଡିନାହିଁ । ଫଳରେ ସାଧାରଣ ଜୀବନ ଯାତ୍ରା ଅବ୍ୟାହତ ରହିଥିବା ପରିଲକ୍ଷିତ ହୋଇଛି ।

ଢେଙ୍କାନାଳରେ ଭାରତ ବନ୍ଦ ପ୍ରଭାବ ଶୂନ୍ୟ

ତେବେ ସିଏଏ, ଏନଆରସି ଓ ଏଭିଏମ ପ୍ରଚଳନକୁ ବିରୋଧ କରି ବହୁଜନ କ୍ରାନ୍ତି ମୋର୍ଚ୍ଚା ସମର୍ଥକମାନେ ବୁଧବାର ଢେଙ୍କାନାଳର ମହିଷାପାଟ ଓ କଲେଜ ବାଏପାସ ଠାରେ ଏନଏଚ-୫୫କୁ କିଛି ସମୟ ପାଇଁ ଅବରୋଧ କରିଥିବା ଦେଖାଯାଇଥିଲା ।

ମାତ୍ର ଏହାର ପ୍ରଭାବ ଏତେ ମାତ୍ରାରେ ପଡିନଥିବାରୁ କିଛି ସମୟ ପରେ ଜାତୀୟ ରାଜପଥରେ ସାଧାରଣ ଗାଡି ଚଳାଚଳ ହୋଇଛି । ଏପଟେ ଢେଙ୍କାନାଳ ସଦର ମହକୁମା ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସ୍କୁଲ କଲେଜ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଚାଲୁ ରହିଥିବା ଦେଖାଯାଇଛି ।

ଢେ଼ଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଆଂକର: ନାଗରିକତା ଶଂଶୋଧନ ବିଲକୁ ବିରୋଧ କରି ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ଢେଙ୍କାନାଳ ରେ ପ୍ରଭାବ ଶୂନ୍ୟ ହୋଇଛି
। ଏପରିକି ସାଧାରଣ ଜୀବନ ଯାତ୍ରା ଅବ୍ୟାହତ ରହିଥିବା ପରିଲକ୍ଷିତ ହୋଇଛି ।
Body:ତେବେ ସିଏଏ,ଏନଆରସି ଓ ଏଭିଏମ ପ୍ରଚଳନ ଆଦି କୁ ବିରୋଧ କରି ବହୁଜନ କ୍ରାନ୍ତି ମୋର୍ଚ୍ଚା ସମର୍ଥକ ମାନେ ଢେଙ୍କାନଲ ମହିଷାପାଟ ଓ କଲେଜ ବାଏପାସ  ଠାରେ ଏନ ଏଚ-୫୫କୁ କିଛି ସମୟ ପାଇଁ ଅବରୋଧ କରିଥିବା ଦେଖାଯାଇଥିଲା । ତଥାପି ଏହାର ପ୍ରଭାବ ପଡିନଥିବାରୁ କିଛି ସମୟ ପରେ ଜାତୀୟ ରାଜପଥରେ ସାଧାରଣ ଗାଡି ଚଳାଚଳ ସାଧରଣ ଭାବେ ଚାଲୁ ରହିଛି ।ଏପଟେ ଢେଙ୍କାନଲ ସଦର ଅହକୁମା ସହ ଜିଲ୍ଲାର ବିଭିନ୍ନ ଅଂଚଳରେ ସ୍କୁଲ କଲେଜ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଚାଲୁ ରହିଥିବା ଦେଖାଯାଇଥିଲା ।

Conclusion:କହିବାକୁ ଗଲେ ଢେଙ୍କାନାଳରେ ଏହି ଭାରତ ବନ୍ଦ ସଂପୂର୍ଣ୍ଣ ପ୍ରଭାବ ଶୂନ୍ୟ ହୋଇପଡିଛି ।
ଢେ଼ଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.