ETV Bharat / state

ଲେଖକ କେଦାର ମିଶ୍ରଙ୍କ କୁଶପୁତଳିକା ଦାହ - kedar mishra

ଲେଖକ କେଦାର ମିଶ୍ରଙ୍କ କୁଶପୁତ୍ତଳିକା ଦାହ । ଲେଖକ କେଦାର ମିଶ୍ରଙ୍କ ପୁସ୍ତକରେ ଭୀମଭୋଇଙ୍କ ବିରୁଦ୍ଧରେ ବିବାଦୀୟ ଲେଖାକୁ ନେଇ ମହିମା ପ୍ରେମୀଙ୍କ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ତୀବ୍ର ଆଘାତ କରିଛି । ଅଧିକ ପଢନ୍ତୁ...

Author Kedar Mishra's effigy burns
ଲେଖକ କେଦାର ମିଶ୍ରଙ୍କ କୁଶପୁତଳିକା ଦାହ
author img

By

Published : May 25, 2020, 11:21 PM IST

Updated : May 26, 2020, 1:58 PM IST

ଢେଙ୍କାନାଳ: ଭୀମ ଭୋଇଙ୍କ ଉପରେ ବିବାଦୀୟ ଲେଖାକୁ ନେଇ ଢେଙ୍କାନାଳ ଜିଲ୍ଲା ମହିମାଗାଦିରେ ମହିମା ପ୍ରେମୀଙ୍କ ମହଲରେ ତୀବ୍ର ଆଲୋଡନ । ଲେଖକ କେଦାର ମିଶ୍ରଙ୍କ ପୁସ୍ତକରେ ଭୀମଭୋଇଙ୍କ ବିରୁଦ୍ଧରେ ବିବାଦୀୟ ଲେଖାକୁ ନେଇ ମହିମା ପ୍ରେମୀଙ୍କ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ତୀବ୍ର ଆଘାତ କରିଛି ।

ଲେଖକ କେଦାର ମିଶ୍ରଙ୍କ କୁଶପୁତଳିକା ଦାହ

ଏନେଇ ଢେଙ୍କାନାଳ ଜିଲ୍ଲାର ମହିମା ପ୍ରେମୀ ମାନଙ୍କ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଏପରିକି ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦାସ୍ଥିତ ମହିମାଗାଦିରେ ବେଶ ଆଲୋଡନ ସୃଷ୍ଟି କରିଛି । ଏହାର ପ୍ରତିବାଦରେ ଏପରି ବିବାଦୀୟ ଲେଖା ଲେଖିଥିବା ଲେଖକ କେଦାର ମିଶ୍ରଙ୍କ ଲିଖିତ ପୁସ୍ତକକୁ ରଦ୍ଦ କରିବା ସହ ତାଙ୍କର ଗିରଫ ଦାବି କରିଛନ୍ତି । ମହିମାଗାଦି ଠାରେ ତାଙ୍କର କୁଶପୁତ୍ତଳିକା ଦାହ କରିଥିବା ଦେଖାଯାଇଛି ।

ଏ ଥିରେ ମହିମାଗାଦି ସୁରକ୍ଷା ମଞ୍ଚ ସାମିଲ ହୋଇ ଆଗାମୀ ଦିନରେ ଭୟଙ୍କର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

Last Updated : May 26, 2020, 1:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.