ETV Bharat / state

କେବୁଲ ଟଣାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ - ଢେଙ୍କାନାଳ ଆକ୍ରମଣ

ଢେଙ୍କାନାଳ ସଦର ଥାନା କଙ୍କଡ଼ପାଳ ଗାଁରେ ଅଘଟଣ । କେବୁଲ ଟଣାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଅଧିକ ପଢନ୍ତୁ

କେବୁଲ ଟଣାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

author img

By

Published : Jan 14, 2022, 3:57 PM IST

ଢେଙ୍କାନାଳ: ପୂର୍ବ ଶତ୍ରୁତାକୁ ନେଇ ତୁମୁଳକାଣ୍ଡ । କେବୁଲ ଟଣାକୁ କେନ୍ଦ୍ରକରି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କଙ୍କଡ଼ପାଳ ଗ୍ରାମରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଯୁବକ । ମରଣାନ୍ତକ ଆକ୍ରମଣରେ ଯୁବକ ଜଣକ ଗୁରୁତର ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ପୂର୍ବରୁ କଙ୍କଡ଼ପାଳ ଅଂଚଳରେ କେବୁଲ ଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଥିଲା ।

କେବୁଲ ଟଣାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ସୂଚନାମୁତାବକ, ଏକ ଘରୋଇ ଟିଭି କେଵୁଲରେ କାମ କରୁଥିଲେ ଅଜିତ । ଗତକାଲି ରାତିରେ କଙ୍କଡ଼ପାଳ ଗ୍ରାମ ଦେଇ ଢେଙ୍କାନଲ ତାଙ୍କ ଅଫିସକୁ ଫେରୁଥିଲେ ଅଜିତ ବରାଳ । କିଛି ଯୁବକମାନେ ହଠାତ ଆସି ସଂଘବଦ୍ଧ ହୋଇ ତାଙ୍କୁ ହକି ଷ୍ଟିକରେ ଅତର୍କିତ ଆକ୍ରମଣ କରି ପଳାଇ ଯାଇଥିଲେ । ମରଣାନ୍ତକ ଆକ୍ରମଣରେ ଯୁବକ ଜଣକ ଗୁରୁତର ହୋଇଥିଲେ । ଗୁରୁତର ଯୁବକ ଜଣଙ୍କ ସ୍ଥାନୀୟ ରଂଜା ଗ୍ରାମର ଅଜିତ ବରାଳ ବୋଲି ଜଣାପଡିଛି । ତେବେ ସ୍ଥାନୀୟ ଲୋକ ମୁର୍ମୁଷୁ ଅବସ୍ଥାରେ ଅଜିତକୁ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.