ETV Bharat / state

ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ - old man died in drowned in a pond

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କମଗରା ସିଧାପଡା ଗ୍ରାମରେ ଗାଧୋଇବାକୁ ଯାଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ
ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ
author img

By

Published : Mar 26, 2021, 9:31 PM IST

ଢେଙ୍କାନାଳ: ଗାଧୋଇବାକୁ ଯାଇ ଆଉ ଘରକୁ ଫେରିଲେନି ବୃଦ୍ଧା । ପରିବାର ଲୋକେ ଖୋଜାଖୋଜି କରିବା ପରେ ଗାଁ ପୋଖରୀରୁ ମିଳିଲା ବୃଦ୍ଧାଙ୍କ ମୃତଦେହ । ଏପରି ଅଭାନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କମଗରା ସିଧାପଡା ଗ୍ରାମରେ । ମୃତ ବୃଦ୍ଧା ଜଣଙ୍କ ସିଧାପଡା ଗ୍ରାମର ଉପାସ ମଲ୍ଲିକ ବୋଲି ଜଣାପଡିଛି ।

ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

ଆଜି ସନ୍ଧ୍ୟାରେ ସେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ପରିବାର ଲୋକ ଗ୍ରାମବାସୀଙ୍କ ସହାୟତାରେ ପୋଖରୀରେ ଖୋଜାଖୋଜି କରିବା ପରେ ପାଣି ଭିତରୁ ତାଙ୍କ ମୃତଦେହ ମିଳିଥିଲା । ତେବେ ପାଣିରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.