ETV Bharat / state

ହତାସ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ, ପୋଡ଼ିଗଲା ଶରୀରର 80 ଭାଗ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଲରାମପୁରରେ ହତାସ ପ୍ରେମିକର ଅଭାବନୀୟ କାଣ୍ଡ । ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇଲା ପ୍ରେମିକ । ତେବେ ଗୁରୁତର ଯୁବକ ଜଣକ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଲରାମପୁର ଜୁଆଙ୍ଗ ସାହିର ୨୪ ବର୍ଷିୟ ଟୁକୁନା ପ୍ରଧାନ । ଅଧିକ ପଢନ୍ତୁ...

ଦେହରେ କିରୋସିନି ଢାଳି ହତାସ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ, ପୋଡ଼ିଗଲା 80 ଭାଗ

author img

By

Published : Jun 16, 2021, 11:28 AM IST

ଢେଙ୍କାନାଳ: ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଲରାମପୁରରେ ହତାସ ପ୍ରେମିକର ଅଭାବନୀୟ କାଣ୍ଡ । ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇଲା ପ୍ରେମିକ । ତେବେ ଏକ ତରଫା ପ୍ରେମରୁ ପ୍ରେମିକ ଏଭଳି ଅଭାବନୀୟକାଣ୍ଡ ଘଟାଇଥିବା ଜଣାପଡ଼ିଛି । ଏପଟେ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ SCBକୁ ସ୍ଥାନନାନ୍ତରିତ କରାଯାଇଛି । ଗୁରୁତର ଯୁବକ ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଲରାମପୁର ଜୁଆଙ୍ଗ ସାହିର ୨୪ ବର୍ଷିୟ ଟୁକୁନା ପ୍ରଧାନ ।

ଦେହରେ କିରୋସିନି ଢାଳି ହତାସ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ, ପୋଡ଼ିଗଲା 80 ଭାଗ

ତେବେ ତାଙ୍କ ଶରୀରର ୮୦ ପ୍ରତିଶତ ପୋଡିଯାଇଥିବା ଦେଖିବାକୁ ମିଳିଛି । ସୂଚନାମୁତାବକ, ଟୁକୁନା ତାଙ୍କ ଗ୍ରାମର ଏକ ଝିଅକୁ ଏକ ତରଫା ପ୍ରେମ କରୁଥିଲେ । ଆଜି ସକାଳେ ଉକ୍ତ ଝିଅକୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ମାତ୍ର ଉକ୍ତ ଯୁବତୀ ଜଣଙ୍କ ତାଙ୍କୁ ବିବାହ କରିବାକୁ ରୋକଠୋକ ମନା କରିଦେଇଥିଲେ । ଫଳରେ ହତାସ ହୋଇ ଟୁକୁନା ଘରକୁ ଫେରି ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି ।

ଢେଙ୍କନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.