ETV Bharat / state

ଲଗାଣ ବର୍ଷା ବେହାଲ ଢେଙ୍କାନାଳ: ଭୁଶୁଡିଲା ଘର, ଭୋକ ଉପାସରେ ଜୀବନ - ଲଗାଣ ବର୍ଷା ଯୋଗୁଁ ଭୁଷୁଡିଲା 6 ବଖରା ଘର

ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ । ଗଁନ୍ଦିଆ ଷଢଙ୍ଗୀ ନୂଆ ସାହିରେ ବର୍ଷା ଜଳ ପଶି ଭୁଶୁଡି ପଡିଲା ୬ ବଖରା । ଜଳବନ୍ଦୀରେ ପ୍ରାୟ ୧୫ଟି ପରିବାର । ଅଧିକ ପଢନ୍ତୁ.....

6 houses had collapsed in dhenkanal due to heavy rain
ଲଗାଣ ବର୍ଷା ଯୋଗୁଁ ଭୁଷୁଡିଲା 6 ବଖରା ଘର
author img

By

Published : Aug 15, 2020, 10:46 AM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଷଢଙ୍ଗୀ ନୂଆ ସାହିରେ ବର୍ଷା ଜଳ ପଶି ଭୁଶୁଡି ପଡିଲା ୬ଟି ଘର । ଗତ ଦୁଇଦିନ ଧରି ଲଗାଣ ଯୋଗୁଁ କେତେକ ଅଞ୍ଚଳରେ ଲୋକଙ୍କ ଦୁର୍ଦଶା ବଢ଼ି ଯାଇଛି । ନୂଆସାହିରେ ଲୋକଙ୍କ ଘରେ ବର୍ଷା ପାଣି ପଶି ଯାଇଛି । ଘରେ ୨ ଫୁଟର ପାଣି ଚାଲୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଲଗାଣ ବର୍ଷା ଯୋଗୁଁ ଭୁଷୁଡିଲା 6 ବଖରା ଘର

ଫଳରେ ଏହି ବସ୍ତିର ପ୍ରାୟ ୧୫ଟି ପରିବାର ଜଳବନ୍ଦୀ ହୋଇ ରହିଛନ୍ତି । ଘର ଭାଙ୍ଗି ଯାଇଥିବା ପରିବାର ଏବେ ବାସହରା ହୋଇପଡିଛନ୍ତି । ଅପରପକ୍ଷରେ ବର୍ଷା ପାଣି ଘର ଗୁଡିକରେ ପଶି ଯାଇଥିବାରୁ ଲୋକଙ୍କୁ ଚୁଲି ଜଳୁନି । ଭୋକ ଉପାଷରେ ମଧ୍ୟ ସେମାନଙ୍କର ଦିନ କଟୁଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.