ETV Bharat / state

୧୦ କେଜି ବାରହା ମାଂସ ଜବତ, ୪ ଶିକାରୀ ଗିରଫ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର କଇ ସଂରକ୍ଷିତ ଜଙ୍ଗଲର ଓସ୍ତପାଳ ନିକଟରୁ ବନକର୍ମଚାରୀ ମାନେ ଜଙ୍ଗଲରୁ ବାରହା ଶିକାର କରି ମାଂସ କାଟି ବିକ୍ରି କରୁଥିବା ସମୟରେ ୪ ଜଣଙ୍କୁ ଗିରଫ କରିଛନ୍ତି । ଅଧିକ ପଢନ୍ତୁ...

୧୦ କେଜି ବାରହା ମାଂସ ଜବତ, ୪ ଶିକାରୀ ଗିରଫ
୧୦ କେଜି ବାରହା ମାଂସ ଜବତ, ୪ ଶିକାରୀ ଗିରଫ
author img

By

Published : Aug 1, 2021, 8:34 PM IST

ଢେଙ୍କାନାଳ: ଜଙ୍ଗଲରୁ ବାରହା ଶିକାର କରି ମାଂସ କାଟି ବିକ୍ରି କରୁଥିବା ସମୟରେ ବନ ବିଭାଗ କର୍ମଚାରୀମାନେ ଚଢ଼ାଉ କରିଛନ୍ତି ।ଏହି ଚଢାଉରେ ୪ ଜଣ ଶିକାରୀ ବନ ବିଭାଗ କର୍ମଚାରୀଙ୍କ ହାତରେ ଧରା ପଡିଛନ୍ତି । ଏଥିସହିତ ୧୦ କେଜି ବାରହା ମାଂସ ମଧ୍ୟ ଜବତ କରାଯାଇଛି ।

୧୦ କେଜି ବାରହା ମାଂସ ଜବତ, ୪ ଶିକାରୀ ଗିରଫ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର କଇ ସଂରକ୍ଷିତ ଜଙ୍ଗଲର ଓସ୍ତପାଳ ନିକଟରୁ ବନକର୍ମଚାରୀମାନେ ଏହି ୪ଜଣ ଶିକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ଗିରଫ ଶିକାରୀମାନେ ହିନ୍ଦୋଳ ଥାନା ଅନ୍ତର୍ଗତ ନୂଆବଗ ଗ୍ରାମର ସନ୍ତୋଷ ବେହେରା, ଓସ୍ତପାଳର ଗଙ୍ଗାଧର ପ୍ରଧାନ, କଣ୍ଟାପାଳର ସୁଶାନ୍ତ ପ୍ରଧାନ ଓ ବାଲିମି ଥାନା ଅନ୍ତର୍ଗତ ଗୁରିଲୋ ଗ୍ରାମର କୁମୁଦ ସାମଲ ବୋଲି ଜଣାପଡିଛି । ସେମାନଙ୍କ ଠାରୁ କିଛି ଶିକାର ସାମଗ୍ରୀ ମଧ୍ୟ ଜବତ କରିଛି ହିନ୍ଦୋଳ ବନକର୍ମଚାରୀ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.