ETV Bharat / state

ଢେଙ୍କାନାଳରେ ମାଟ୍ରିକ ପରୀକ୍ଷା ଦେବେ ୧୭ ହଜାରରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ - ଢେଙ୍କାନାଳ ଜିଲ୍ଲାରେ ୮୩ଟି ପରୀକ୍ଷା କେନ୍ଦ୍ର

ଚଳିତ ମାଟ୍ରିକ ପରୀକ୍ଷାରେ ଢେଙ୍କାନାଳ ଜିଲ୍ଲାରେ ୮୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୧୭ହଜାର ୨୨୮ଜଣ ପରୀକ୍ଷାର୍ଥୀ । ୨୯ଟି କେନ୍ଦ୍ରରେ ସିସିଟିଭି ସହ କପି ଧରିବାକୁ ୩ ଟି ସ୍ବତନ୍ତ୍ର ସ୍କ୍ବାର୍ଡ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଢେଙ୍କାନାଳରେ ମାଟ୍ରିକ ପରୀକ୍ଷା ଦେବେ ୧୭ ହଜାରରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ

author img

By

Published : Feb 18, 2020, 9:35 PM IST

ଢେଙ୍କାନାଳ: ଚଳିତବର୍ଷ ମାଟ୍ରିକ ପରୀକ୍ଷା ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଢେଙ୍କାନାଳ ଜିଲାରେ ୮୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୭ହଜାର ୨୨୮ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେହିପରି ୧୮ ଟି କେନ୍ଦ୍ରକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ଫଳରେ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ୨୯ଟି କେନ୍ଦ୍ରରେ ସିସିଟିଭି ସାଙ୍ଗକୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।

ଢେଙ୍କାନାଳରେ ମାଟ୍ରିକ ପରୀକ୍ଷା ଦେବେ ୧୭ ହଜାରରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ

ପ୍ରଶ୍ନପତ୍ର ପାଇଁ ୮ଟି ନୋଡାଲ ସେଣ୍ଟର କରାଯାଇଛି । କପି ରୋକିବାକୁ ୩ଟି ସ୍ବତନ୍ତ୍ର ସ୍କ୍ବାର୍ଡ ସହ ପ୍ରତ୍ୟେକ ବ୍ଲକର ତାହସିଲଦାରମାନେ ମାଜିଷ୍ଟ୍ରେଟ ଦାୟିତ୍ବରେ ରହିଥିବା ପ୍ରକାଶ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଏପରିକି ଗତ ବର୍ଷ ପ୍ରଶ୍ନପତ୍ର ଭାଇରଲ ହୋଇଥିବା 2ଟି ସେଣ୍ଟରକୁ ବାଦ ଦିଆଯାଇ ଆହୁରି ଅଧିକ 3ଟି କେନ୍ଦ୍ର କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.