ETV Bharat / state

ଦେବଗଡରେ ପୁଣି ପଜିଟିଭ ମାମଲା ଚିହ୍ନଟ, ମୋଟ ସଂଖ୍ୟା 81କୁ ବୃଦ୍ଧି - ଦେବଗଡରେ କୋରୋନା ସ୍ଥିତି ସମୀକ୍ଷା

ମଙ୍ଗଳବାରର ପଜିଟିଭ ମାମଲାକୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 81ରେ ପହଞ୍ଚିଛି ।ସେମାନଙ୍କ ମଧ୍ୟରୁ 69 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 13ଟି ମାମଲା ସକ୍ରିୟ ରହିଛି । ତେଣୁ ମୋଟାମୋଟି ଭାବେ ଜିଲ୍ଲାରେ କୋରୋନା ସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ଜଣା ପଡିଛି ।

corona situation in deogarh, corona update in deogarh, corona situation review in deogarh, deogarh latest news, ଦେବଗଡରେ କୋରୋନା ସ୍ଥିତି, ଦେବଗଡରେ କୋରୋନା ଅପଡେଟ, ଦେବଗଡରେ କୋରୋନା ସ୍ଥିତି ସମୀକ୍ଷା, ଦେବଗଡ ଲାଟେଷ୍ଟ ନ୍ୟୁଜ୍‌
ଦେବଗଡରେ ଗୋଟିଏ ପଜିଟିଭ ମାମଲା ଚିହ୍ନଟ, ମୋଟ ସଂଖ୍ୟା 81କୁ ବୃଦ୍ଧି
author img

By

Published : Jul 28, 2020, 6:19 PM IST

ଦେବଗଡ: ଜିଲ୍ଲାରେ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି ଜଣେ କୋରୋନା ଆକ୍ରାନ୍ତ । ସମ୍ପୃକ୍ତ ଆକ୍ରାନ୍ତ ଜଣଙ୍କ ରାଜ୍ୟର ଏକ ହଟସ୍ପଟ ଜିଲ୍ଲାରୁ ଫେରିଥିବା ଜଣା ପଡିଛି । ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଦେବଗଡ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ନେଇ ଜଣା ପଡିଛି ।

corona situation in deogarh, corona update in deogarh, corona situation review in deogarh, deogarh latest news, ଦେବଗଡରେ କୋରୋନା ସ୍ଥିତି, ଦେବଗଡରେ କୋରୋନା ଅପଡେଟ, ଦେବଗଡରେ କୋରୋନା ସ୍ଥିତି ସମୀକ୍ଷା, ଦେବଗଡ ଲାଟେଷ୍ଟ ନ୍ୟୁଜ୍‌
ଦେବଗଡରେ ଗୋଟିଏ ପଜିଟିଭ ମାମଲା ଚିହ୍ନଟ, ମୋଟ ସଂଖ୍ୟା 81କୁ ବୃଦ୍ଧି

ମଙ୍ଗଳବାର ପଜିଟିଭ ମାମଲାକୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 81ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 69 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 13ଟି ମାମଲା ସକ୍ରିୟ ରହିଛି । ତେଣୁ ମୋଟାମୋଟି ଭାବେ ଜିଲ୍ଲାରେ କୋରୋନା ସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ଜଣା ପଡିଛି । ଇତି ମଧ୍ୟରେ କୋଭିଡ-19 ପର୍ଯ୍ୟବେକ୍ଷକ ତଥା ରାଜସ୍ବ ଓ ପରିଚାଳନା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଏବଂ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ ଜିଲ୍ଲା ବସ୍ତରେ ଆସି କୋରୋନା ସ୍ଥିତି ସମୀକ୍ଷା କରିଛନ୍ତି ।

ଏହି ଗସ୍ତ ସମୟରେ ଉଭୟେ ଜିଲ୍ଲାର କୋଭିଡ କେୟାର ସେଣ୍ଟର ଓ କୋଭିଡ କେୟାର ହୋମ ଆଦି ବୁଲି ଦେଖିଥିଲେ । ଏଥିସହ ସ୍ଥାନୀୟ ସର୍କିଟ ହାଉସଠାରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ମନୋଜ ଉପାଧ୍ୟାୟଙ୍କ ସହିତ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.