ETV Bharat / state

ଶିକାର ପାଇଁ ତାର ବିଛେଇବା ବେଳେ 4 ଶିକାରୀ ଗିରଫ

author img

By

Published : Feb 5, 2020, 2:25 AM IST

ଦେବଗଡ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ଉଦ୍ୟମ କରୁଥିବା ବେଳେ ବନବିଭାଗ 4 ଜଣଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ବିଛାଯାଇଥିବା 10 ମିଟର ଲୁହା ତାର ଫାଶ ଜବତ କରାଯାଇଛି ।ଅଧିକ ପଢନ୍ତୁ...

four-animal-hunter-arresrted-in-debagarh-forest-range
ଶିକାର ପାଇଁ ତାର ବିଛେଇବା ବେଳେ 4 ଶିକାରୀ ଗିରଫ

ଦେବଗଡ଼: ବନବିଭାଗ ଦ୍ବାରା 4 ଶିକାରୀ ଗିରଫ । ଦେବଗଡ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ଉଦ୍ୟମ କରୁଥିବା ବେଳେ ବନବିଭାଗ ଏମାନଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ବିଛାଯାଇଥିବା 10 ମିଟର ଲୁହା ତାର ଫାଶ ଜବତ କରାଯାଇଛି ।

ଦେବଗଡ଼ ବନଖଣ୍ଡ ଅନ୍ତର୍ଗତ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ଫାଶ ବିଛେଇଥିବା ବେଳେ 4 ଜଣ ଶିକାରୀଙ୍କୁ ବନବିଭାଗ କର୍ମଚାରୀ ମାନେ ବନ୍ୟଜନ୍ତୁ ସୁରକ୍ଷା ଆଇନ ବଳରେ ଗିରଫ କରିଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ରିଆମାଳ ଥାନା ଅନ୍ତର୍ଗତ ତେନ୍ତଳାବାହାଲ ଗାଁର କାର୍ତ୍ତିକ କିଷାନ , ଭୋଲେଶ୍ବର ଭୋଇ ଓ ତାବଡା ଗାଁର ବିଦ୍ୟା ଉଦାବର , ପ୍ରତାପ ଡୁଙ୍ଗ । ବନବିଭାଗ ପକ୍ଷରୁ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ଓ ସେଠାରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ବନ୍ୟଜନ୍ତୁ ଶିକାର ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଦେବଗଡ଼ ଫରେଷ୍ଟର ପ୍ରଶ୍ନ ସାହୁଙ୍କ ନେତୃତ୍ବରେ ବନରକ୍ଷୀ ଭୋଲେଶ୍ବର ସାହୁ ଓ ଆର.ଏଫ.ସ୍କ୍ବାଡର ସଦସ୍ୟ ମାନେ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲରେ ତଲାସି କରୁଥିବା ବେଳେ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

Intro: ପ୍ରଧାନପାଟ ସଂରକ୍ଷୀତ ଜଙ୍ଗଲ ରେ ଜନ୍ତୁ ଶିକାର ପାଇଁ ଉଦ୍ୟମ କରୁଥିବା ବେଳେ ଦେବଂଦ ବନବିଭାଗ ଦ୍ୱାରା 4 ଶିକାରୀ ଗିରପ ହୋଇଛନ୍ତି ।

Body:ଦେବଗଡ଼ ବନଖଣ୍ଡ ଅନ୍ତର୍ଗତ ପ୍ରଧାନପାଟ ସଂରକ୍ଷୀତ ଜଙ୍ଗଲ ରେ ଜନ୍ତୁ ଶିକାର ପାଇଁ ଫାଶ ବିଛୌ ଥିବା ବେଳେ 4 ଜଣ ଶିକାରୀ ଙ୍କୁ ଆଜି ବନବିଭାଗ କର୍ମଚାରୀ ମାନେ ବନ୍ୟଜନ୍ତୁ ସୁରକ୍ଷା ଆଇନ ବଳରେ ଗିରଫ କରିବା ସହିତ ସେମାନଙ୍କ ପାଖରୁ ବିଛାଯାଇଥିବା 10 ମିଟର ଲୁହା ତାର ଫାସ ଜବତ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ରିଆମାଳ ଥାନା ଅନ୍ତର୍ଗତ ତେନ୍ତଳାବାହାଲ ଗାଁ ର କାର୍ତ୍ତିକ କିଷାନ , ଭୋଲେଶ୍ୱର ଭୋଇ ଓ ତାଵଡା ଗାଁ ର ବିଦ୍ୟା ଉଦାବର , ପ୍ରତାପ ଡୁଙ୍ଗ । ବନବିଭାଗ ପକ୍ଷରୁ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ଓ ସେଠାରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତ କୁ ପଠାଇ ଦିଆଯାଇଛି ।

Conclusion: ବନ୍ୟଜନ୍ତୁ ଶିକାର ସମ୍ପର୍କରେ କୌଣସି ସୂତ୍ର ରୁ ଖବର ପାଇ ଆଜି ଦେବଗଡ଼ ଫରେଷ୍ଟର ପ୍ରଶ୍ନ ସାହୁ ଙ୍କ ନେତୃତ୍ୱରେ ବନରକ୍ଷୀ ଭୋଲେଶ୍ୱର ସାହୁ ଓ ଆର.ଏଫ. ସ୍କ୍ୱାର୍ଡ ର ସଦସ୍ୟ ମାନେ ପ୍ରଧାନପାଟ ସଂରକ୍ଷୀତ ଜଙ୍ଗଲରେ ତଲାସୀ କରୁଥିବା ବେଳେ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ ।

ଦେବଗଡ଼ ରୁ ସରୋଜ ଶତପଥି ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.