ETV Bharat / state

'ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ଏନଡିଆରଏଫ' - ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ଏନଡିଆରଏଫ

ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଏନଡିଆରଏଫ । ସେମାନଙ୍କୁ ସଠିକ୍ ଭାବରେ ତାମିଲ ପ୍ରଦାନ କରାଯାଉଛୁ ତେଣୁ ଏହା ସମ୍ଭବ ହୋଇଥିବା କହିଛନ୍ତି ଏନଡିଆରଏଫ ଡିଜି ।

'ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ଏନଡିଆରଏଫ'
author img

By

Published : Nov 17, 2019, 12:57 AM IST

Updated : Nov 17, 2019, 1:16 AM IST

କଟକ: ଏନଡିଆରଏଫ ବିଶ୍ବର ଏକ ମାତ୍ର ଫୋର୍ସ ଯାହାକି ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ । କେମିକାଲ, ବାଇଓଲୋଜିକାଲ, ରେଡ଼ିଓଲୋଜିକାଲ, ନିୟୁକ୍ଲିଅର ଆଦି ବିପର୍ଯ୍ୟୟର ମୁକାବିଲା ପାଇଁ ଏନଡିଆରଏଫ ପ୍ରସ୍ତୁତ ।

'ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ଏନଡିଆରଏଫ'

2011 ମସିହାରେ ଜାପାନରେ ଏକାସଙ୍ଗେ ତିନୋଟି ପ୍ରାକୃତିକ ବିପର୍ଯ୍ୟୟ ହୋଇଥିବାବେଳେ ଏନଡିଆରଏଫ ଏହାକୁ ସଫଳ ଭାବରେ ମୁକାବିଲା କରିବାରେ ସଫଳ ହୋଇଥିଲା । ଏନେଇ ଜାପାନ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଏନଡିଆରଏଫକୁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ । ତେବେ ସେମାନଙ୍କୁ ସଠିକ୍ ଭାବରେ ତାମିଲ ପ୍ରଦାନ କରାଯାଉଛୁ ତେଣୁ ଏହା ସମ୍ଭବ ହୋଇଥିବା କହିଛନ୍ତି ଏନଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ ।

ଏହାସହ ଯେକୌଣସି ପ୍ରକାର ବିପର୍ଯ୍ୟୟ ଆସିଲେ ସମାଜ ପ୍ରଥମେ ଏହାର ମୁକାବିଲା କରିବା ଆବଶ୍ୟକ । ଏନେଇ ସମସ୍ତ ସ୍ବେଚ୍ଛାସେବୀଙ୍କୁ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯାଉଛି। ତେବେ ଆସନ୍ତା 2ବର୍ଷ ଏନଡିଆରଏଫ ଡିଜି ଥିବା ପର୍ଯ୍ୟନ୍ତ ସେ ଏହାକୁ ବ୍ୟାପକ ଭାବରେ ସଚେତନ କରାଇବେ ବୋଲି ଗଣ ମାଧ୍ୟମ ସାମ୍ନାରେ ସେ ପ୍ରତିକ୍ରିୟା ରଖିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଏନଡିଆରଏଫ ବିଶ୍ୱର ଏକ ମାତ୍ର ଫୋର୍ସ ଯାହାକି ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ କୁ ମୁକାବିଲା କରିବାରେ ପ୍ରସ୍ତୁତ ।କେମିକାଲ ,ବାଇଓଲୋଜିକାଲ ,ରେଡ଼ିଓଲୋଜିକାଲ ,ନିୟୁକ୍ଲିଅର ଆଦି ବିପର୍ଯ୍ୟୟ ର ମୁକାବିଲା ପାଇଁ ଏନଡିଆରଏଫ ପ୍ରସ୍ତୁତ।୨୦୧୧ ମସିହାରେ ଜାପାନରେ ଏକାଥରକେ ତିନୋଟି ପ୍ରାକୃତିକ ବିପର୍ଯ୍ୟୟ ହୋଇଥିବା ବେଳେ ଏନଡିଆରଏଫ ଏହାକୁ ସଫଳ ଭାବରେ ମୁକାବିଲା କରିବାରେ ସଫଳ ହୋଇଥିଲା।ଏନେଇ ଜାପାନ ର ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଗତ ଭାବେ ଏନଡିଆରଏଫ କୁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ।ଯେହେତୁ ସେମାନଙ୍କୁ ଟ୍ରେଣ୍ଡ କରାଯାଇଛି ସେଥିପାଇଁ ଏହା ସମ୍ଭବପର ହୋଇପାରିଛି।
ଯେକୌଣସି ପ୍ରକାର ବିପର୍ଯ୍ୟୟ ଆସିଲେ ସମାଜ ପ୍ରଥମେ ଏହାର ମୁକାବିଲା କରିବା ଆବଶ୍ୟକ।ଏନେଇ ସମସ୍ତ ସ୍ୱେଚ୍ଛାସେବୀ ଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ।ତେବେ ଆସନ୍ତା ୨ ବର୍ଷ ଏନଡିଆରଏଫ ଡିଜି ଥିବା ପର୍ଯ୍ୟନ୍ତ ସେ ଏହାକୁ ବ୍ୟାପକ ଭାବରେ ସଚେତନ କରାଇବେ ବୋଲି ଗଣ ମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।

ବାଇଟ - ସତ୍ୟନାରାୟଣ ପ୍ରଧାନ,ଏନଡିଆରଏଫ ଡିଜି।

Body:no need

Conclusion:no need
Last Updated : Nov 17, 2019, 1:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.