ETV Bharat / state

ବଢି ଚାଲିଛି ହିଂସା ଓ ଅପରାଧ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିବ ସମ୍ପୂର୍ଣ୍ଣ କ୍ରାନ୍ତି ଅଭିଯାନ - ରାଜନୈତିକ ଦଳ

ଦେଶରେ ହିଂସା ଓ ଅପରାଧ ଏବେ ଚରମ ସୀମାରେ ପହଞ୍ଚିଛି । ଏଥିରେ ହସ୍ତକ୍ଷେପ କରିବା ପାଇଁ ରାଷ୍ଟ୍ରପତିଙ୍କ ସହଯୋଗ ଲୋଡିଲା ସମ୍ପୂର୍ଣ୍ଣ କ୍ରାନ୍ତି ଅଭିଯାନ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କଟକ
author img

By

Published : Oct 12, 2019, 5:21 PM IST

କଟକ: ଦେଶରେ ଦିନକୁ ଦିନ ବଢୁଛି ହିଂସା ଓ ଅପରାଧ । ଯାହା ଏବେ ଚରମ ସୀମାରେ ପହଞ୍ଚିଛି । ଯାହା ପାଇଁ ଦେଶ ଏବେ ତଳିତଳାନ୍ତ ହେବା ଦିଗରେ ଅଗ୍ରସର ହେଉଛି । ଦେଶରେ ଦେଖାଦେଇଥିବା ଏହି ସମସ୍ୟା ପାଇଁ କେଵଳ ରାଜନୈତିକ ପ୍ରୋତ୍ସାହନ ଦାୟୀ ବୋଲି ଅଭିଯୋଗ କରିଛି ସମ୍ପୂର୍ଣ୍ଣ କ୍ରାନ୍ତି ଅଭିଯାନ ।

ଦେଶରେ ହିଂସା ଓ ଅପରାଧ ଏବେ ଚରମ ସୀମାରେ

ଡକ୍ଟର ରାମମୋହନ ଲୋହିଆଙ୍କ ଶ୍ରାଦ୍ଧ ଦିବସ ଅବସରରେ କଟକ ସହରର ବିଶିଷ୍ଟ ବ୍ୟକ୍ତିମାନେ ସମ୍ପୂର୍ଣ୍ଣ କ୍ରାନ୍ତି ଅଭିଯାନ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେଶରେ ମାଡି ଆସୁଥିବା ମହାବିପଦକୁ କିପରି ଟାଳି ହେବ ସେଥିପାଇଁ ରାଷ୍ଟ୍ରପତି ନିଜେ ହିଁ ନିଷ୍ପତି ଗ୍ରହଣ କରିବା ଦରକାର । କାରଣ ରାଜନୈତିକ ଦଳ ପରୋକ୍ଷ ଓ ପ୍ରତ୍ୟକ୍ଷରେ ହିଂସା ଓ ଗୁଣ୍ଡାରାଜକୁ ଦେଶରେ ପ୍ରଶୟ ଦେଉଛନ୍ତି । ତେବେ ଆସନ୍ତା 25 ତାରିଖରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଚିଠି ଲେଖାଯିବ ବୋଲି କହିଛନ୍ତି ସମ୍ପୂର୍ଣ୍ଣ କ୍ରାନ୍ତି ଅଭିଯାନର ମୁଖ୍ୟ ସଚିବ ଯୁଗଳ କିଶୋର ନାୟକ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଦେଶ ରେ ଦିନକୁ ଦିନ ବଢୁଛି ହିଂସା ଓ ଅପରାଧ । ଯାହା ଏବେ ଚରମ ସୀମା ରେ ପହଁଚିଛି । ଯାହା ପାଇଁ ଦେଶ ଏବେ ତଳିତଳାନ୍ତ ହେବା ଦିଗରେ । ତେବେ ଏହି ବଡ଼ ଅସୁବିଧା ପାଇଁ କେଵଳ ରାଜନୈତିକ ପ୍ରୋତ୍ସାହନ ବୋଲି ଅଭିଯୋଗ କରିଛି ସମ୍ପୂର୍ଣ୍ଣ କ୍ରାନ୍ତି ଅଭିଯାନ ।

ମାଡି ଆସୁଥିବା ମହା ବିପଦ କୁ କିପରି ଟାଳି ହେବ ସେଥିପାଇଁ ରାଷ୍ଟ୍ରପତି ନିଜେ ହିଁ ନିଷ୍ପତି ଗ୍ରହଣ କରିବା ଦରକାର । କାରଣ ଅନ୍ୟ ରାଜନୈତିକ ଦଳ ପରୋକ୍ଷ ଓ ପ୍ରତ୍ୟକ୍ଷ ରେ ହିଂସା ଓ ଗୁଣ୍ଡା ରାଜ କୁ ଦେଶ ରେ ସ୍ଥାନ ଦେଉଛନ୍ତି । ତେବେ ଆଗାମୀ 25 ତାରିଖ ରେ ରାଷ୍ଟ୍ରପତି ଙ୍କୁ ଏହି ଉଦେଶ୍ୟ ରେ ଚିଠି ଲେଖି ଜଣାଯିବ ବୋଲି କହିଛନ୍ତି ଅଭିଯାନ ର ମୁଖ୍ୟ ସଚିବ ଯୁଗଳ କିଶୋର ନାୟକ ।

Body:ବାଇଟ: ଯୁଗଳ କିଶୋର ନାୟକ ( ମୁଖ୍ୟ ସଚିବ ସମ୍ପୂର୍ଣ୍ଣ କ୍ରାନ୍ତି ଅଭିଯାନ)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.