ETV Bharat / state

ବିଜୟ ହଜାରେ ଟ୍ରଫି: ଉତ୍ତରପ୍ରଦେଶ ଠାରୁ ହାରିଲା ଓଡିଶା

ବିଜୟ ହଜାରେ ଟ୍ରଫିରେ ପୁଣି ପରାଜିତ ହେଲା ଓଡିଶା। ପୂର୍ବରୁ ବରୋଦା ଠାରୁ 9 ୱିକେଟରେ ହାରିଥିବା ବେଳେ ବୁଧବାର ଉତ୍ତର ପ୍ରଦେଶ 5 ୱିକେଟରେ ହୋଇଛି ପରାସ୍ତ । ଅଧିକ ପଢ଼ନ୍ତୁ...

ବିଜୟ ହଜାରେ ଟ୍ରଫି
author img

By

Published : Oct 16, 2019, 9:59 PM IST

କଟକ: ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ପୁଣି ଚାଖିଲା ପରାଜୟ ସ୍ବାଦ । ବିପକ୍ଷ ଉତ୍ତରପ୍ରଦେଶ ଠାରୁ 5 ୱିକେଟରେ ପରାସ୍ତ ହୋଇଛି ଟିମ ଓଡିଶା । ପୂର୍ବ ମ୍ୟାଚରେ ବରୋଦା ନିକଟରୁ 9 ୱେକେଟରେ ପରାସ୍ତ ହୋଇଥିଲା ଟିମ ।

ଟସ ଜିତି ଉତ୍ତରପ୍ରଦେଶ ଓଡିଶାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଓଡିଶା ନିର୍ଦ୍ଧାରିତ 50 ଓଭର ଖେଳିବାରେ ଅସମର୍ଥ ହୋଇଥିଲା । 41 ଓଭରରେ ସମସ୍ତ ୱେକେଟ ହରାଇ 128 ରନ କରିଥିଲା ଟିମ । ଦଳ ପକ୍ଷରୁ ଅଧିନାୟକ ଶୁଭ୍ରାଂଶୁ ସେନାପତି ସର୍ବାଧିକ 31 ରନ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ଆଖିଦୃଶିଆ ପାଳି ଖେଳି ପାରିନଥିଲେ ।

ତେବେ ଧାର୍ଯ୍ୟ ଲକ୍ଷ୍ୟକୁ ମାତ୍ର 29 ଓଭରରେ 5 ୱେକେଟ ବିନିମୟରେ ହାସଲ କରିଥିଲା ଉତ୍ତରପ୍ରଦେଶ ଦଳ । ଦଳ ପକ୍ଷରୁ ଉପେନ୍ଦ୍ର ଯାଦବ ସର୍ବାଧିକ 31 ରନ କରିଥିଲେ । ସେହିପରି ପ୍ରିୟମ ଜର୍ଜଙ୍କ 28 ରନ ଅକାଶଦୀପ ନାଥଙ୍କ 23 ରନ ସ୍କୋର କରିଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ବିଜୟ ହଜାରେ ଟ୍ରଫି ରେ ଓଡ଼ିଶା ରେ ପୁଣି ଚାଖିଲା ପରାଜୟ ସ୍ୱାଦ । ବିପକ୍ଷ ଉତ୍ତରପ୍ରଦେଶ ଠୁ 5 ୱେକେଟ ପରାସ୍ତ ହୋଇଛି ଟିମ ଓଡିଶା । ପୂର୍ବ ମ୍ୟାଚ ରେ ବରୋଦା ନିକଟରୁ 9 ୱେକେଟ ରେ ପରାସ୍ତ ହୋଇଥିଲା ଓଡିଶା ।

ଟସ ହାରି ଆମନ୍ତ୍ରଣ ପାଇ ବ୍ୟାଟିଂ ଆରମ୍ଭ କରିଥିବା ଓଡିଶା ନିର୍ଧାରିତ 50 ଓଭର ଖେଳିବାରେ ଅସମର୍ଥ ହୋଇଥିଲା । 41 ଓଭର ରେ ସମସ୍ତ ୱେକେଟ ହରାଇ 128 ରନ କରିଥିଲା ଟିମ । ଦଳ ପକ୍ଷରୁ ଅଧିନାୟକ ଶୁଭ୍ରାଂଶୁ ସେନାପତି ସର୍ବାଧିକ 31 ରନ କରିଥିଲା ବେଳେ ଅନ୍ୟ କୌଣସି ଖେଳାଳି ଆଖି ଦୃଷ୍ଟିଆ ପାଳି ଖେଳିପାରିନଥିଲେ ।

ତେବେ ଧାର୍ଯ୍ୟ ଲକ୍ଷ୍ୟ କୁ ମାତ୍ର 29 ଓଭର ରେ 5 ୱେକେଟ ହାତରେ ଥାଇ ଜିତି ନେଇଥିଲା ଉତ୍ତରପ୍ରଦେଶ ଦଳ । ଦଳ ପକ୍ଷରୁ ଉପେନ୍ଦ୍ର ଯାଦବ ସର୍ବାଧିକ 31 ରନ କରିଥିଲେ । ସେହିପରି ପ୍ରିୟମ ଜର୍ଜ 28 ରନ ଅକ୍ସଦୀପ ନାଥ 23 ରନ ଜରିଆରେ ଦଳ ବିଜୟ ଲାଭ କରିଥିଲା । Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.