ETV Bharat / state

ରେଭେନ୍ସାର ଦୁଇ ହଷ୍ଟେଲରୁ 2 ପଜିଟିଭ ଚିହ୍ନଟ, ୟୁଜି-ପିଜି ପରୀକ୍ଷା ସ୍ଥଗିତ

author img

By

Published : Mar 25, 2021, 12:44 PM IST

ରେଭେନ୍ସା ବିଶ୍ବ ବିଦ୍ୟାଳୟର ଦୁଇଟି ହଷ୍ଟେଲରୁ ଦୁଇଜଣ କୋଭିଡ ପଜିଟିଭ ଚିହ୍ନଟ । ଫଳରେ ହେବାକୁ ଥିବା ୟୁଜି ଓ ପିଜି ପରୀକ୍ଷାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଅଧିକ ପଢନ୍ତୁ...

ରେଭେନ୍ସା ଦୁଇ ହଷ୍ଟେଲରୁ ଦୁଇ ପଜିଟିଭ
ରେଭେନ୍ସା ଦୁଇ ହଷ୍ଟେଲରୁ ଦୁଇ ପଜିଟିଭ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ଦୁଇଟି ହଷ୍ଟେଲରୁ ଦୁଇଜଣ କୋରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ଫଳରେ ହେବାକୁ ଥିବା ୟୁଜି ଓ ପିଜି ପରୀକ୍ଷାକୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି ।

ରେଭେନ୍ସା ଦୁଇ ହଷ୍ଟେଲରୁ ଦୁଇ ପଜିଟିଭ

ବିଶ୍ବ ବିଦ୍ୟାଳୟର ମହାନଦୀ ଓ ପରିଜା ଛାତ୍ରାବାସରୁ ଜଣେ ଲେଖାଏଁ ପଜିଟିଭି ଚିହ୍ନଟ ହୋଇଛନ୍ତି । କୋରୋନା ସଂକ୍ରମଣ ଚିହ୍ନଟ ହେବା ପରେ ବିଶ୍ବ ବିଦ୍ୟାଳୟର ୟୁଜି ଓ ପିଜି ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି । ହଷ୍ଟେଲର ଯେଉଁ ରୁମରୁ ପଜିଟିଭି ଚିହ୍ନଟ ହୋଇଛନ୍ତି ସେ ରୁମକୁ ସାନିଟାଇଜ କରାଯାଇଛି । ଏହା ସହିତ କଣ୍ଟାକ୍ଟ ଟ୍ରେସିଂକୁ ମଧ୍ୟ ଜାରି ରହିଛି ।

ୟୁଜି ପିଜି ପରୀକ୍ଷା ସ୍ଥଗିତ
ୟୁଜି ପିଜି ପରୀକ୍ଷା ସ୍ଥଗିତ

ତେବେ ଯେଉଁ ଦୁଇ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନେ ଆଇସଲେସନ ରହିଥିବା ଜଣାପଡିଛି । ଏ ନେଇ କଟକ ମହାନଗର ନିଗମକୁ ଖବର ଦିଆହୋଇଛି । ସେମାନେ ଟିମ ସହିତ ଆସି ଛାତ୍ରାବାସରେ ସମସ୍ତଙ୍କର କୋଭିଡ ପରୀକ୍ଷା ଆରମ୍ଭ କରିବେ । ଆଜି ଏହି ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ । ପରୀକ୍ଷା କେବେ ହେବ ବୈଠକରେ ନିଷ୍ପତ୍ତି ହେବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.