ETV Bharat / state

ପୂଜା ମଣ୍ଡପରେ ଟ୍ରାଫିକ ସଚେତନତା ବାର୍ତ୍ତା - ମା'ଙ୍କ ଆରଧନାରେ ଟ୍ରାଫିକ ସଚେତନ

ଦଶହରା ଅବସରରେ ଦୋଳମୁଣ୍ଡାଇ ହରିପୁର ପୂଜା ମଣ୍ଡପରେ ଟ୍ରାଫିକ୍ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Oct 8, 2019, 6:19 PM IST

Updated : Oct 8, 2019, 6:31 PM IST

କଟକ: ଚଳିତ ବର୍ଷ ଦଶହରାରେ ସହରର ସବୁ ପୂଜା ମଣ୍ଡପ କିଛି ନା କିଛି ଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଏହି କ୍ରମରେ ଖାନନଗର ପୂଜା ମଣ୍ଡପ ପଲିଥିନ ବ୍ୟବହାରକୁ ନେଇ ସଚେତନ ବାର୍ତ୍ତା ଦେଇଥିବାବେଳେ ଦୋଳମୁଣ୍ଡାଇ ହରିପୁର ପୂଜା ମଣ୍ଡପରେ ଟ୍ରାଫିକ୍ ସଚେତନତାକୁ ନେଇ ବାର୍ତ୍ତା ପ୍ରଦାନ କରାଯାଇଛି ।

ପୂଜା ମଣ୍ଡପରେ ଟ୍ରାଫିକ ସଚେତନତା ବାର୍ତ୍ତା

ଗାଡି ଚଲାଇବାବେଳେ ହେଲମେଟ ବ୍ୟବହାର କରିବା, ଦ୍ରୁତ ଗତିରେ ଗାଡି ନଚଳାଇବା ଭଳି ସଚେତନ ବାର୍ତ୍ତା ଦିଆଯାଇଛି । ଏପରିକି ଟ୍ରାଫିକ ନିୟମକୁ ମାନିବା ଓ ନିଜ ଜୀବନକୁ ସୁରକ୍ଷିତ ରଖିବା ଇତ୍ୟାଦି ବାର୍ତ୍ତା ପ୍ରଦାନ କରିଛି ଏହି ମଣ୍ଡପ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଦୁର୍ଗାପୂଜା ରେ ଟ୍ରାଫିକ ସଚେତନତା ବାର୍ତା । ଚଳିତ ବର୍ଷ ଦଶହରା ସବୁ ପୂଜା ମଣ୍ଡପରେ କିଛି ନା କିଛି ଭିନ୍ନ କାର୍ଯ୍ୟକ୍ରମ ରହିଛି । ଖାନ ନଗର ମଣ୍ଡପ ରେ ପଲିଥିନ ବ୍ୟବହାର କୁ ନେଇ ଏକ ନୈତିକ ବାର୍ତା ଦିଆଯାଉଥିଲାବେଳେ ସେହି ପରି ଦୋଳମୁଣ୍ଡେଉ ହରିପୁର ପୂଜା ମଣ୍ଡପ ରେ ମଧ୍ୟ ଟ୍ରାଫିକ ସଚେତନତା କୁ ନେଇ ବାର୍ତା ପ୍ରଦାନ କ୍ରଆଯାଉଛି ।

ଯେପରି ଗାଡି ଚଳାଇଲା ବେଳେ ହେଲମେଟ ବ୍ୟବହାର କରିବ ଓ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲାକି ଦୃତ ଗତିରେ ଗାଡି ଚଳାନ୍ତୁ ନାହିଁ । ଏମତି କି ଟ୍ରାଫିକ ନିୟମ କୁ ମାନିବା ଓ ନିଜ ଜୀବନକୁ କୁ ସୁରକ୍ଷିତ ରଖିବା ଇତ୍ୟାଦି ବାର୍ତା ପ୍ରଦାନ କରୁଛି ଏହି ମଣ୍ଡପ ।

Body:No needConclusion:
Last Updated : Oct 8, 2019, 6:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.