ETV Bharat / state

ଶ୍ରମିକଙ୍କୁ ହୀନ ଦୃଷ୍ଟିରେ ନଦେଖନ୍ତୁ ସରକାର: କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ - ଶ୍ରମ ଆଇନ ପରିବର୍ତ୍ତନ

ଶ୍ରମ ଆଇନ ପରିବର୍ତ୍ତନ ଓ ଶ୍ରମ ସମୟକୁ ବର୍ଦ୍ଧିତ କରି ଶ୍ରମିକମାନଙ୍କୁ ହଟହଟା କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । । ଯଦି ଏହି ପ୍ରସଙ୍ଗକୁ ଉଭୟ ସରକାର କର୍ଣ୍ଣପାତନ କରନ୍ତି ତେବେ ଆଗମୀ ଦିନରେ ସ୍ଥିତି ଭୟାବହ ହେବା ନିଶ୍ଚୟ ବୋଲି ସ୍ପଷ୍ଟ କରିଛି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ।

ଶ୍ରମିକଙ୍କୁ ହୀନ ଦୃଷ୍ଟିରେ ନଦେଖନ୍ତୁ ସରକାର : କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ

author img

By

Published : May 22, 2020, 7:39 PM IST

କଟକ: ଦେଶବ୍ୟାପୀ କୋରୋନା କାୟା ବିସ୍ତାର କରୁଛି । ଯେଉଁଥିରେ ଶ୍ରମିକ ହେଉଛନ୍ତି ହଟହଟା । ଶ୍ରମ ଆଇନ ପରିବର୍ତ୍ତନ ଓ ଶ୍ରମ ସମୟକୁ ବର୍ଦ୍ଧିତ କରି ଶ୍ରମିକମାନଙ୍କୁ ହଟହଟା କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ।

ଶ୍ରମିକଙ୍କୁ ହୀନ ଦୃଷ୍ଟିରେ ନଦେଖନ୍ତୁ ସରକାର : କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ

ଯାହାକୁ ନେଇ ଶୁକ୍ରବାର ରାଜ୍ୟ ବ୍ୟାପି ଆନ୍ଦୋଳନକୁ ଓହ୍ଲାଇଛି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ । ଏହି ମହାମାରୀ ସମୟରେ ପ୍ରବାସୀ ଶ୍ରମିକମାନେ ସବୁଠୁ ଅଧିକ ଅସୁବିଧାର ସମୁଖୀନ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ଏପରି ନୀତି ଯୋଗୁଁ ଶ୍ରମିକଙ୍କ ଅବସ୍ଥା ଆଜି ଏପରି । ଯଦି ଏହି ପ୍ରସଙ୍ଗକୁ ଉଭୟ ସରକାର କର୍ଣ୍ଣପାତନ କରନ୍ତି ତେବେ ଆଗମୀ ଦିନରେ ସ୍ଥିତି ଭୟାବହ ହେବା ନିଶ୍ଚୟ ବୋଲି ସ୍ପଷ୍ଟ କରିଛି ସଙ୍ଗଠନ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.