ETV Bharat / state

ପୋଲିସ ହେପାଜତରୁ କଏଦୀ ଫେରାର

author img

By

Published : Nov 12, 2020, 12:38 PM IST

ପୋଲିସକୁ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ । ଯଥାଶୀଘ୍ର ଗିରଫ କରିବାକୁ ପୋଲିସ ଉଦ୍ୟମ ଜାରି । ଅଧିକ ପଢନ୍ତୁ...

ପୋଲିସ ହେପାଜତରୁ କଏଦୀ ଫେରାର
ପୋଲିସ ହେପାଜତରୁ କଏଦୀ ଫେରାର

କଟକ: ପୋଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରିଲା ଅଭିଯୁକ୍ତ । କଟକ ସଦର ଥାନା ପୋଲିସ ହେପାଜତରୁ ଗତକାଲି(ବୁଧବାର) ବିଳମ୍ବିତ ରାତିରେ ଜଣେ ଅଭିଯୁକ୍ତ ଚକମା ଦେଇ ଫେରାର ହୋଇଯାଇଛି । ଫେରାର ଅଭିଯୁକ୍ତ ଜଣକ ହେଲା ଯୁଗା ଖାଂ । ତାକୁ ଯଥାଶୀଘ୍ର ଧରିବାକୁ ପୋଲିସ ଚେଷ୍ଟା ଚଳାଇଛି ।

ପୋଲିସ ହେପାଜତରୁ କଏଦୀ ଫେରାର

ସୂଚନା ଅନୁଯାୟୀ, ପେଷାଦାର ଅପରାଧୀ ଭାବେ ବୁଧବାର ସଦର ଥାନା ପୋଲିସ ଯୁଗା ଖାଂକୁ ପୋଲିସ ଉଠାଇ ଆଣିଥିଲା । ମାତ୍ର ବିଳମ୍ବିତ ରାତିରେ ଡ୍ୟୁଟି କରୁଥିବା କନେଷ୍ଟବଳଙ୍କୁ ଧକ୍କା ଦେଇ ଅଭିଯୁକ୍ତ ଜଣକ ଫେରରା ହୋଇଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.