ETV Bharat / state

କମିଶନରେଟ ପୋଲିସର ନୂଆ ବ୍ୟବସ୍ଥା: ଫୋନକଲରେ ମିଳିପାରିବ ବିବାହ ଓ ଶୁଦ୍ଧିକ୍ରିୟାକୁ ଅନୁମତି - cuttack dcp

ଲକଡାଉନ ସମୟରେ ଆଉ ଥାନାକୁ ଦୌଡିବାକୁ ପଡିବ ନାହିଁ । ଫୋନକଲରେ ମିଳିପାରିବ ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ଅନୁମତି । ଅଧିକ ପଢନ୍ତୁ....

କମିଶନରେଟ ପୋଲିସର ନୂଆ ବ୍ୟବସ୍ଥା, ଫୋନ କଲରେ ମିଳିପାରିବ ବିବାହ ଓ ସୁଦ୍ଧିକ୍ରିୟାକୁ ଅନୁମତି

author img

By

Published : May 6, 2021, 9:11 PM IST

କଟକ: ଲକଡାଉନ ସମୟରେ ଆଉ ଥାନାକୁ ଦୌଡିବାକୁ ପଡିବ ନାହିଁ । ଘରେ ବସି ଏଣିକି ଆପଣଙ୍କ ସମସ୍ୟା ସମାଧାନ ପାଇପାରିବେ । କେବଳ ସେତିକି ନୁହେଁ, ବିବାହ କିମ୍ବା ଶୁଦ୍ଧ କାର୍ଯ୍ୟରେ ଅନୁମତି ପାଇଁ ଆଉ ଥାନା କିମ୍ବା ଡିସିପି ଅଫିସକୁ ଦୌଡିବାକୁ ପଡିବ ନାହିଁ । ମାତ୍ର ଗୋଟିଏ ଫୋନ କଲରେ ହୋଇ ପାରିବ ଆପଣଙ୍କ ସମସ୍ୟାର ସମାଧାନ । ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ସ୍ମାର୍ଟ ବ୍ୟବସ୍ଥା କରିଛି କମିଶନରେଟ ପୋଲିସ ।

କମିଶନରେଟ ପୋଲିସର ନୂଆ ବ୍ୟବସ୍ଥା, ଫୋନ କଲରେ ମିଳିପାରିବ ବିବାହ ଓ ସୁଦ୍ଧିକ୍ରିୟାକୁ ଅନୁମତି

ଏନେଇ କଟକ କମିଶନରେଟ ପୋଲିସ ପକ୍ଷରୁ ଜାରି କରାଯାଇଛି ଏକ ନମ୍ବର । ନମ୍ବରଟି ହେଉଛି 6370701550 । ଏହି ନମ୍ବରରେ ଆପଣ ସମସ୍ୟା ବିଷୟରେ ଜଣାଇପାରିବା ସହ ଆବଶ୍ୟକସ୍ଥଳେ ଅନୁମତି ମଧ୍ୟ ପାଇପାରିବେ । ତେବେ ପୋଲିସ ଏହି ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି କଟକ ଡିସିପି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.