ETV Bharat / state

ସାମାଜିକ ଦୂରତା ବଜାୟ ରଖି 'ବନ୍ଦେ ଉତ୍କଳ ଜନନୀ' ଗାଇବାକୁ କଟକ ଜିଲ୍ଲାପାଳଙ୍କ ନିବେଦନ

ମେ 30ରେ ସନ୍ଧ୍ୟା ୫ ଟା ୩୦ରେ 'ବନ୍ଦେ ଉତ୍କଳ ଜନନୀ' ଗାନ କରିବାକୁ କଟକ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି କଟକ ଜିଲ୍ଲାପାଳ । କୋରୋନା ଯୋଦ୍ଧା ମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏପରି କାର୍ଯ୍ୟକ୍ରମ କରାଯାଉଛି ।

ସାମାଜିକ ଦୂରତା ବଜାୟ ରଖି  'ବନ୍ଦେ ଉତ୍କଳ ଜନନୀ' ଗାନ କରିବାକୁ ନିବେଦନ କଲେ କଟକ ଜିଲ୍ଲାପାଳ

author img

By

Published : May 29, 2020, 8:24 PM IST

କଟକ: ଶନିବାର ସନ୍ଧ୍ୟା ୫ ଟା ୩୦ରେ 'ବନ୍ଦେ ଉତ୍କଳ ଜନନୀ' ଗାନ କରିବାକୁ କଟକ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି କଟକ ଜିଲ୍ଲାପାଳ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସାମାଜିକ ଦୂରତା ବଜାୟ ରଖି ଗାନ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

ରାଜ୍ୟରେ କୋରୋନା ସ୍ଥିତି ନିୟନ୍ତ୍ରଣ ଥିବାରୁ କୋରୋନା ଯୋଦ୍ଧା ମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ସେମାନଙ୍କୁ ଉତ୍ସହିତ କରିବା ଉଦ୍ଦେଶ୍ୟରେ ଏପରି କାର୍ଯ୍ୟକ୍ରମ କରାଯାଉଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.