କଟକ: ୨୦୧୯ ଓଡିଶା ନ୍ୟାୟିକ ସେବା (ଓଜେଏସ) ପରୀକ୍ଷା ଫଳ ପ୍ରକାଶ ପାଇଛି । ଓଡିଶା ଲୋକ ସେବା ଆୟୋଗ ଦ୍ବାରା ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି । ଓଡିଶା ଲୋକ ସେବା ଆୟୋଗର ଅଫିସିଆଲ ଓ୍ବେବ ସାଇଟରେ opsc.gov.in.ରେ ଏହି ଫଳାଫଳ ଘୋଷଣା କରିଛି ଆୟୋଗ ।

ଏଥିରେ 47 ଜଣ ପରୀକ୍ଷାର୍ଥୀ ସଫଳ ହୋଇଛନ୍ତି । ଏହି 47 ଜଣଙ୍କ ମଧ୍ୟରେ 30 ମହିଳା ରହିଛନ୍ତି । ଏହି ସଫଲ ପାର୍ଥୀ ମାନେ ସିଭିଲ ଜଜ ଭାବେ ନିଯୁକ୍ତି ପାଇବେ ।
କଟକରୁ ନାରାୟଣ ସାହୁ , ଇଟିଭି ଭାରତ