ETV Bharat / state

କଟକ ଦେୱାନ ବଜାରରୁ ‘ପୋଙ୍ଗଲ’ର ଝଲକ.. - ଦେୱାନ ବଜାରରେ ପୋଙ୍ଗଲର ଝଲକ

ତେଲଗୁ ସମ୍ପ୍ରଦାୟର ଲୋକେ ଆଜିଠାରୁ 3ଦିନ ପାଳିବେ ପୋଙ୍ଗଲ । ଧୁମଧାମର ସହ ପାଳନ କରୁଛନ୍ତି ପୋଙ୍ଗଲ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଦେୱାନ ବଜାରରେ ପୋଙ୍ଗଲର ଝଲକ
ଦେୱାନ ବଜାରରେ ପୋଙ୍ଗଲର ଝଲକ
author img

By

Published : Jan 14, 2020, 12:10 PM IST

କଟକ: ଆଜି ଠାରୁ ଆରମ୍ଭ ହୋଇଛି ତେଲଗୁ ସମ୍ପ୍ରଦାୟର ସବୁଠାରୁ ବଡ଼ପର୍ବ ମକର। ଆଜି ପ୍ରଥମ ଦିନରେ ପ୍ରତି ସାହିରେ ଅଗ୍ନି ଜାଳି ପୂଜାର୍ଚ୍ଚନା କରାଯାଇଛି । ଗୋବର ଘସିର ହାର ଅଗ୍ନିରେ ଅର୍ପଣ କରିବାର ବିଧି ରହିଛି । ମନରେ ତାପ, ପାପ, ରାଗ, ରୁସାକୁ ଅଗ୍ନିରେ ଆହୁତି ଦେବାର ବିଧି ରହିଛି । ଏହି କ୍ରମରେ କଟକରେ ଆଜି ଏହି ପର୍ବକୁ ସହରର ପ୍ରତି ଗଳି କନ୍ଦିରେ ଧୁମ୍ ଧାମରେ ପାଳନ କରୁଛନ୍ତି ତେଲୁଗୁ ସମ୍ପ୍ରଦାୟର ଲୋକମାନେ ।

ଦେୱାନ ବଜାରରେ ପୋଙ୍ଗଲର ଝଲକ

୩ ଦିନ ଧରି ଏହି ପର୍ବ ଅନୁଷ୍ଠିତ ହେବ। ତେବେ ଆସନ୍ତାକାଲି ମକର ସଂକ୍ରାନ୍ତି । ଏହି ଦିନ ବଡ଼ବଡ଼ିଆଙ୍କୁ ଡାକିବାର ପରମ୍ପରା ରହିଛି । ଗୁରୁବାର ଅର୍ଥାତ ଶେଷଦିନ ଛାଡ଼ଖାଇ ପାଳନ କରାଯିବ । ଏହି ଦିନ ଘରେ ଘରେ ପିଠା ପଣା କରି ବନ୍ଧୁଙ୍କୁ ବାଣ୍ଟିବାର ପରମ୍ପରା ରହିଛି । ଏନେଇ କଟକରୁ ଅଧିକ ସୂଚନା ଦେଇଛନ୍ତି କଟକ ପ୍ରତିନିଧି ନାରାୟଣ ସାହୁ....

Intro:ଆଜି ଠାରୁ ଆରମ୍ଭ ହୋଇଛି ତେଲଗୁ ସଂପ୍ରଦାୟର ସବୁଠାରୁ ବଡ଼ପର୍ବ ମକର।ଆଜି ପ୍ରଥମ ଦିନରେ ପ୍ରତି ସାହିରେ ଅଗ୍ନିଯାଳି ପୂଜାର୍ଚନା କରାଯାଇଛି।ଗୋବର ଘସିର ହାର ଅଗ୍ନିରେ ଅର୍ପଣ କରିବାର ବିଧି ରହିଛି।ମନରେ ତାପ, ପାପ,ରାଗ ,ରୋଷ କୁ ଅଗ୍ନିରେ ଆହୁତି ଦେବାର ବିଧି ରହିଛି।ସେହି କ୍ରମରେ କଟକରେ ଆଜି ଏହି ପର୍ବକୁ ସହରର ପ୍ରତି ଗଳି କନ୍ଦିରେ ଧୁମ୍ ଧାମ ରେ ପାଳନ କରୁଛନ୍ତି ତେଲଗୁ ସଂପ୍ରଦାୟର ଲୋକମାନେ।୩ ଦିନ ଧରି ଏହି ପର୍ବ ଅନୁଷ୍ଠିତ ହେବ।ତେବେ ଆସନ୍ତାକାଲି ମକର ସଂକ୍ରାନ୍ତି।ଅର୍ଥାତ ଏହି ଦିନ ବଡ଼ବଡ଼ିଆଙ୍କୁ ଦାକିବାର ପରମ୍ପରା ରହିଛି।ଗୁରିବାର ଅର୍ଥାତ ଶେଷଦିନ ଛାଡ଼ଖାଇ ପାଳନ କରାଯିବ।ଏହି ଦିନ ଘରେ ଘରେ ପିଠା ପଣା କରି ବନ୍ଧୁଙ୍କୁ ବାଣ୍ଟିବାର ପରମ୍ପରା ରହିଛି।ତେବେ ଏନେଇ କଟକରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.