ETV Bharat / state

ସସପେନ୍ସରେ ବାଙ୍କି ନାବାଳିକା ଗୁରୁତର ଘଟଣା, ପୋଲିସର ଖୋଳତାଡ

ସନ୍ଦେହ ଘେରରେ ବାଙ୍କି ନାବାଳିକା ଗୁରୁତର ହେବା ଘଟଣା । ଯାହାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

author img

By

Published : Jun 19, 2019, 9:30 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ସସପେନ୍ସ ଘେରରେ ବାଙ୍କି ନାବାଳିକା ଗୁରୁତର ଘଟଣା । କଣ ପାଇଁ ବାଙ୍କୀ ମହୋତ୍ସବରେ ନାଚିବାକୁ ଯାଇ ଫେରିବା ପରେ ନାବାଳିକା ହଠାତ ଅସୁସ୍ଥ ହୋଇଥିଲେ । ଯାହାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ । ସୋସିଆଲ ମିଡିଆରେ ନାବାଳିକା ଜଣଙ୍କ ଗୁରୁତର ହୋଇଥିବା ଏକ ଭାଇରାଲ ଭିଡ଼ିଓ ଆସିବା ପରେ ପୋଲିସ ନିଜ ଆଡୁ ରୁଜୁ କରିଛି ମାମଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ଅନ୍ୟପଟେ ଆଜି ଗୁରୁତର ଅବସ୍ଥାରେ ଉକ୍ତ ନାବାଳିକାକୁ ଏସସିବି ମେଡିକାଲ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯାଇଛି । ବାଙ୍କିର ଏସଡିପିଓଙ୍କ ନେତୃତ୍ୱରେ ଜଣେ ମହିଳା ଅଧିକାରୀ ଆସି ଆଇସିୟୁରେ ଚିକିତ୍ସିତ ହେଉଥିବା ନାବାଳିକାଙ୍କୁ ଭେଟିଥିଲେ ଓ ପରେ ପୀଡିତାଙ୍କ ମାଆଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ।

ସେପଟେ ଘଟଣାକୁ ନେଇ ଏସଡିପିଓ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସୋସିଆଲ ମିଡିଆରେ ପ୍ରଚାର ହେବା ପରେ ପୋଲିସ ଘଟଣା ଉପରେ ତତ୍ପରତା ଦେଖାଇ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ବର୍ତ୍ତମାନ ସୁଦ୍ଧା ସଠିକ ତଥ୍ୟ ସାମ୍ନାକୁ ଆସିନାହିଁ, ତଦନ୍ତ କଲା ପରେ ସତ୍ୟାସତ୍ଯ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସସପେନ୍ସ ଘେରରେ ବାଙ୍କୀ ନାବାଳିକା ଗୁରୁତର ଘଟଣା । କଣ ପାଇଁ ବାଙ୍କୀ ମହୋତ୍ସବରେ ନାଚିବାକୁ ଯାଇ ଫେରିବା ପରେ ନାବଳିବା ହଟାଥ ଅସୁସ୍ଥ ହୋଇଥିଲେ । ଯାହାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ସୋସିଆଲ ମିଡିଆରେ ନିବାଳିକା ଦୁଷ୍କର୍ମ ର ଏକ ଭାଇରଲ ଭିଡ଼ିଓ ଆସିବା ପରେ ପୋଲିସ ନିଜ ପକ୍ଷରୁ ରୁଜୁ କରିଥିଲା ମାମଲା ।

Body:ଏହିକ୍ରମ ରେ ଆଜି ଗୁରୁତର ଅବସ୍ଥା ରେ ଉକ୍ତ ନାବାଳିକା କୁ ଏସିବି ମେଡିକାଲ ସେଣ୍ଟ୍ରାଲ ଆଇସିୟୁ ରେ ଭର୍ତି କରାଯାଇଛି । ବାଙ୍କିର ଏସଡିପିଓ ଙ୍କର ନେତୃତ୍ୱରେ ଜଣେ ମହିଳା ଅଧିକାରୀ ଆସି ଆଇ ସି ୟୁ ରେ ଚିକିତ୍ସିତ ହେଉଥିବା ନାବାଳିକାଙ୍କୁ ଭେଟିଥିଲେ ଓ ପରେ ପିଡିତାଙ୍କ ମାଆଙ୍କର ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ।Conclusion:ଅନ୍ୟପଟେ ଏସ ଡି ପି ଓ ଗଣମାଧ୍ୟମ ରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସାମାଜିକ ଗଣମାଧ୍ୟମ ରେ ପ୍ରଚାର ହେବା ପରେ ପୋଲିସ ଘଟଣା ଉପରେ ତତ୍ପରତା ଦେଖାଇ ନିଜ ଆଡୁ ଷ୍ଟେସନ ଡାୟାରୀ କରି ତଦନ୍ତ ଚଲାଇଛି। ଓ ଵର୍ତମାନ ସୁଦ୍ଧା ସଠିକ ତଥ୍ୟ ସାମ୍ନାକୁ ଆସିନାହିଁ ଏହା ଦୁଷ୍କର୍ମ କି ଅନ୍ୟକିଛି ତାହା ସମ୍ପୂର୍ଣ୍ଣ ପୋଲିସ ତଦନ୍ତ କଲା ପରେ ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।

ବାଇଟ: ପ୍ରସନ୍ନ କୁମାର ବିଶ୍ବାଳ (ବାଙ୍କୀ ଏସଡିପିଓ )

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.