ETV Bharat / state

ପ୍ରଥମ ଶ୍ରେଣୀରୁ ପାସ ଫେଲ ବ୍ୟବସ୍ଥା ଲାଗୁ ନେଇ ଏସୟୁସିଆଇ ସଙ୍ଘର ଦାବି - 1st class

ପ୍ରଥମ ଶ୍ରେଣୀରୁ ପାସ ଫେଲ ବ୍ୟବସ୍ଥା ଲାଗୁ ହେବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଗର୍ଜିଲା ଏସୟୁସିଆଇ ସଙ୍ଘ । ନୂଆ ଜିଲ୍ଲାପାଳ ଭବାନୀଶଙ୍କର ଚୟନି ନିଯୁକ୍ତ ହେଉ ହେଉ କମ୍ପିଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jun 24, 2019, 3:31 PM IST

କଟକ: ନୂଆ ଜିଲ୍ଲାପାଳ ଭବାନୀଶଙ୍କର ଚୟନି ନିଯୁକ୍ତ ହେଉ ହେଉ କମ୍ପିଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ପ୍ରଥମ ଶ୍ରେଣୀରୁ ପାସ ଫେଲ ବ୍ୟବସ୍ଥା ଲାଗୁ ହେବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଗର୍ଜିଲା ଏସୟୁସିଆଇ ସଙ୍ଘ । ଦୀର୍ଘ ଦିନ ଧରି ଏହି ଦାବି ବାରମ୍ବାର ଉତ୍ଥାପନ କରି ଆସୁଥିଲେ ସୁଦ୍ଧା ଏଯାବତ ସରକାରୀ ସ୍ତରରେ ଏହା ପ୍ରତି ଦୃଷ୍ଟି ଦିଆ ଯାଉନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସବୁଠୁ ବଡ଼ କଥା ହେଲା ବର୍ତ୍ତମାନ ଗୋଟିଏ ସାଧାରଣ ପିଲାର ପାଠ୍ୟକ୍ରମରେ ନିବିଡ଼ତା ରହୁନି । ଯେଉଁଥିପାଇଁ ପିଲା ସାଧାରଣ ପଣିକିଆଟିଏ ପଚାରିଲେ ମଧ୍ୟ କହିପାରୁନି । ଏହାଦ୍ୱାରା ସ୍ପଷ୍ଟ ବାରି ହୋଇପଡୁଛି ଯେ ରାଜ୍ୟର ଶିକ୍ଷା ବ୍ୟବସ୍ଥା କିପରି । ଏହି ମହାମାରୀକୁ ରୋକିବା ପାଇଁ ପ୍ରଥମରୁ ପାସ ଫେଲ ବ୍ୟବସ୍ଥା ଲାଗୁ ହେବା ନିହାତି ଆବଶ୍ୟକତା ରହିଛି ବୋଲି କହିଛନ୍ତି ଏସୟୁସିଆଇ ସଦସ୍ୟ ସିଦ୍ଧାର୍ଥ ରଥ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.