ETV Bharat / state

ଟେବୁଲ ଟେନିସ ତାରକା ସଥିୟାନଙ୍କ ସହ ସ୍ବତନ୍ତ୍ର ଆଲୋଚନା - 21ତମ ରାଜ୍ୟଗୋଷ୍ଠି ଟେବୁଲଟେନିସ ପ୍ରତିଯୋଗୀତା

ଆରମ୍ଭ ହୋଇଯାଇଛି 21ତମ ରାଜ୍ୟଗୋଷ୍ଠୀ ଟେବୁଲଟେନିସ ପ୍ରତିଯୋଗିତା । ଆଜି ହେଉଛି ପ୍ରଥମ ଲିଗ ମ୍ୟାଚ । ତେବେ ଭାରତର ପ୍ରଦର୍ଶନ ନେଇ ଭାରତୀୟ ପରୁଷ ଟେବୁଲଟେନିସ ଟିମର ତାରକା ଖେଳାଳି ଜି.ସଥିୟାନ ‘ଇଟିଭି ଭାରତ’ ସହ ସ୍ବତନ୍ତ୍ର ସାକ୍ଷାତକାରରେ ଏପରି କହିଛନ୍ତି..

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ
author img

By

Published : Jul 17, 2019, 6:23 PM IST

Updated : Jul 17, 2019, 8:25 PM IST

କଟକ: ଏଠାରେ ଆରମ୍ଭ ହୋଇଯାଇଛି 21ତମ ରାଜ୍ୟଗୋଷ୍ଠୀ ଟେବୁଲଟେନିସ ପ୍ରତିଯୋଗିତା । ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଛନ୍ତି । ଆଜି ହେଉଛି ପ୍ରଥମ ଲିଗ ମ୍ୟାଚ । ତେବେ 6 ଦିନ ଧରି ହେବାକୁ ଥିବା ଏହି ମ୍ୟାଚରେ12 ଟି ଟିମ୍ ମୁହାମୁହିଁ ହେବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ଭାରତର ପ୍ରଦର୍ଶନ କିପରି ରହିବ ସେନେଇ ଭାରତୀୟ ପୁରୁଷ ଟେବୁଲଟେନିସ ଦଳର ତାରକା ଖେଳାଳି ଜି. ସଥିୟାନ ‘ଇଟିଭି ଭାରତ’କୁ ସ୍ବତନ୍ତ୍ର ସାକ୍ଷାତକାରରେ ଏପରି କହିଛନ୍ତି...

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଆରମ୍ଭ ହେଲା 21ତମ ରାଜ୍ୟଗୋଷ୍ଠି ଟେବୁଲଟେନିସ ପ୍ରତିଯୋଗୀତା । 12 ଟି ଟିମ ହେବେ ମମୁଂହାମୁହିଁ । ତେବେ ଭାରତ କିପରି କରିବ ପଦର୍ଶନ ସେନେଇ ଭାରତ ପରୁଷ ଟିମ ତାରକା ଖେଳାଳି
ଜି. ସଥିୟାନଙ୍କ ସହ ଆଲୋଚନା ।

Body:no need

Conclusion:
Last Updated : Jul 17, 2019, 8:25 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.