ETV Bharat / state

ସତର୍କତା ସହ ମାସ୍କ-ସାନିଟାଇଜର ବ୍ୟବହାର ନକଲେ ହୋଇପାରେ ଚର୍ମ ରୋଗ, ଶୁଣନ୍ତୁ କଣ କହିଲେ ବିଶେଷଜ୍ଞ

ଦେଶବ୍ୟାପୀ ଏବେ କୋରୋନାର ପ୍ରାଦୁର୍ଭାବ ଜାରି ରହିଛି । ଆଉ ଏହା ମହାମାରୀର ଚେନକୁ ରୋକିବାକୁ ମାସ୍କ ଏବଂ ସାନିଟାଇଜରର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି । ମାତ୍ର ଏହାର ସଠିକ ବ୍ୟବହାର ନକଲେ ଚର୍ମ ରୋଗର ସମ୍ମୁଖୀନ ହେବାକୁ ପଡିବ। ଶୁଣନ୍ତୁ କଣ କହୁଛନ୍ତି ଚର୍ମ ରୋଗ ବିଶେଷଜ୍ଞ:-

author img

By

Published : Aug 11, 2020, 9:08 PM IST

ସତର୍କତା ସହ ମାସ୍କ ଓ ସାନିଟାଇଜର ବ୍ୟବହାର ନକଲେ ହୋଇପାରେ ଚର୍ମ ରୋଗ, ଶୁଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

କଟକ: ଦେଶବ୍ୟାପୀ ଏବେ କୋରୋନାର ପ୍ରାଦୁର୍ଭାବ ଜାରି ରହିଛି । ଆଉ ଏହା ମହାମାରୀର ଚେନକୁ ରୋକିବାକୁ ମାସ୍କ ଏବଂ ସାନିଟାଇଜରର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି । ହେଲେ ଜାଣନ୍ତି କି, ଯଦି ଆମେ ଏହି ମାସ୍କ ଏବଂ ସାନିଟାଇଜରକୁ ସଠିକ୍ ଭାବେ ବ୍ୟବହାର ନକରିବା ତେବେ ଆମକୁ ଚର୍ମ ରୋଗର ସମ୍ମୁଖୀନ ହେବାକୁ ପଡିବ । ତେବେ ଏନେଇ ଆମ ସମ୍ବାଦଦାତା ଏସସିବି ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ସ୍ମିତାରାଣୀ ସାମଲଙ୍କ ସହ ଅଧିକ ଆଲୋଚନା କରିଥିଲେ ।

କେମିତି ବ୍ୟବହାର କରିବେ ମାସ୍କ ଏବଂ ସାନିଟାଇଜର ? କେମିତି ଜଣେ ଜାଣିବ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚର୍ମ ରୋଗ ହୋଇଛି ବୋଲି ? କେଉଁ ପ୍ରକାର ସାନିଟାଇଜର ବ୍ୟବହାର କରିବେ ? କେଉଁ ପ୍ରକାର ମାସ୍କ ବ୍ୟବହାର କରିବେ ? ଏହା ବ୍ୟବହାର କରିବା ଦ୍ୱାରା ଯଦି ଜଣେ ଚର୍ମ ରୋଗର ଆକ୍ରାନ୍ତ ହୋଇଛି ତେବେ କିଭଳି ଏହାର ପ୍ରାଥମିକ ମୁକାବିଲା କରିପାରିବ ? ତେବେ ଉପରୋକ୍ତ ତମାମ ପ୍ରଶ୍ନର ଉତ୍ତର ରଖିଥିଲେ ଡାକ୍ତର ସ୍ମିତାରାଣୀ ସାମଲ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.