ETV Bharat / opinion

ଇସ୍ରାଏଲ ଉପରେ ଇରାନ ଆକ୍ରମଣ, ପଶ୍ଚିମ ଏସିଆ ଆକାଶରେ ଯୁଦ୍ଧର କଳାବାଦଲ - West Asia On Boil

ଇସ୍ରାଇଲ ଉପରେ ଇରାନ ଆକ୍ରମଣ ପରେ ଆହୁରି ବିଗିଡିବ କି ସ୍ଥିତି । ପଶ୍ଚିମ ଏସିଆ ଆକାଶରେ ଯୁଦ୍ଧର କଳା ବାଦଲ ।

author img

By Major General Harsha Kakar

Published : 2 hours ago

West Asia On The Boil
West Asia On The Boil (AP)

ହାଇଦ୍ରାବାଦ: ଇସ୍ରାଏଲ ଓ ହସାମ ମଧ୍ୟରେ ଚାଲିଥିବା ଯୁଦ୍ଧ କ୍ରମଶଃ ଉଗ୍ରରୂପ ଧାରଣ କରିବାରେ ଲାଗିଛି । ଗତବର୍ଷ ଅକ୍ଟୋବର 7ରୁ ପଶ୍ଚିମ ଏସିଆରେ ସଂଘର୍ଷ ଲାଗି ରହିଛି । ହମାସ, ହିଲବିଲ୍ଲାହ, ହାଉଥି, ଇରାକ, ସିରିୟା ସହ ଲଢୁଥିବା ବେଳେ ଏଥିରେ ଅନେକ ସଙ୍ଗଠନ ଯୋଡିବାରେ ଲାଗିଛନ୍ତି । ଗତବର୍ଷ 7 ଅକ୍ଟୋବରରେ ହମାସ ଇସ୍ରାଏଲ ନାଗରିକଙ୍କ ଉପରେ ଆକ୍ରମଣ ପରେ ଯୁଦ୍ଧ ସ୍ଥିତି ବଢିଯାଇଥିଲା । ପ୍ରଥମରୁ ଇସ୍ରାଏଲ ଗାଜାରେ ଥିବା ହମାସ ସହ ଲଢେଇ କରିବାକୁ ଚାହୁଥିଲା । ହେଲେ ହିଜବୁଲ୍ଲାର ସମର୍ଥନ ପରେ ଏହି ଯୁଦ୍ଧ ଲେବନାନକୁ ପ୍ରଶମିତ ହେଲା । ଇସ୍ରାଏଲ ଯୁଦ୍ଧ ବଢାଇବାକୁ ଚାହୁଁନଥିଲା, ନିମ୍ନ ସ୍ତରରେ ଏସବୁ ରହୁ ଚାହୁଁଥିଲା । କିନ୍ତୁ ଇରାନ ଏସବୁ ଶକ୍ତିଙ୍କୁ ଖୋଲା ସମର୍ଥନ ଦେବା ପରେ ଶେଷରେ ସଂଘର୍ଷ ବା ଯୁଦ୍ଧକୁ ବଢାଇବା ପାଇଁ ପରିସ୍ଥିତି ବାଧ୍ୟ କରିଥିଲା ଇସ୍ରାଏଲକୁ ।

ଚଳିତ ବର୍ଷ ଏପ୍ରିଲ 1ରେ, ଇରାନକୁ ଟାର୍ଗେଟ କରିଥିଲା ଇସ୍ରାଏଲ । ଯେଉଁଥିରେ ଇରାନର IRGC(ଇସଲାମିକ ରେଭ୍ୟୁଲୁସନାରି ଗାର୍ଡ ଫୋର୍ସ)ର 7 ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା । ଜାହାର କଡା ଜବାବ ଦେବାକୁ ବାଧ୍ୟ ହେଲା ଇରାନ । ଯଦି ଇସ୍ରାଏଲର ଏପରି ଟାର୍ଗେଟକୁ ଅଣଦେଖା କରିଥାନ୍ତା ଇରାନ ତାହାଲେ ଇସ୍ରାଏଲ ଆତ୍ମଗର୍ବ ଆହୁରି ବଢିଯାଇଥାନ୍ତା । ଏଥିସହ ଇରାନ ବି ଛବି ସବୁଠି ମଳିନ ପଡିଥାନ୍ତା । ସଂଘର୍ଷ ଯଦି ଆହୁରି ଜଟିଳ ହୋଇଥାନ୍ତା ଆହୁରି ବଢିଥାନ୍ତା ।

ଯୁଦ୍ଧର କଳାବାଦଲ
ଯୁଦ୍ଧର କଳାବାଦଲ (AP)

କଡା ଜବାବ ଦେବାକୁ ଚାହୁଁଥିବା ଇରାନ ଗତ ଏପ୍ରିଲ 13ରେ ଇସ୍ରାଏଲ ଉପରେ 300ରୁ ଅଧିକ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଥିଲା । କେବଳ ମିଲିଟାରି ବେସ୍‌ ଉପରେ ଆକ୍ରମଣ କରିଥିଲା ଇରାନ । ଉଦ୍ଦେଶ୍ୟ କେବଳ ଏହା ଥିବା ଯୁଦ୍ଧ ନବଢୁ । କିନ୍ତୁ ଇସ୍ରାଏଲ ଉପରେ ଚାପ ବଢୁ । ଏହି ମିସାଇଲ ଆକ୍ରମଣ କରି ଇରାନ ଏହା ସନ୍ଦେଶ ଦେବାକୁ ଚାହୁଁଥିଲା । ଯଦି ତା ଉପରେ ଆକ୍ରମଣ କରାଯାଏ ଇରାନ ଚୁପ ବସିବନି ତାହାର ଜବାବ ଦେବ ଆକ୍ରମଣ କରିବ । ତେବେ ମିସାଇଲ ଗୁଡିକୁ ଆକାଶରେ ଖସାଇ ଦିଆଯାଇଥିଲା । ଡ୍ରୋନ ଗୁଡିକୁ ନଷ୍ଟ କରିଦିଆଯାଇଥିଲା । ଏହା ପରେ ଇରାନର ଆକ୍ରମଣର ଜବାବ ଦେଇଥିଲା ଇସ୍ରାଏଲ । ଏପ୍ରିଲ 19ରେ ମିସାଇଲ ଆକ୍ରମଣ କରି ଇରାନର S-300 ମିସାଇଲ ପ୍ରଣାଳୀକୁ ଧ୍ବଂସ କରିଦେଇଥିଲା । ଏଥିରେ କେହି ମୃତହତ ହୋଇନଥିଲେ । ତେଲ ଆଭିଭର ଏହି ସନ୍ଦେହ ଥିଲା କି ଭବିଷ୍ୟତରେ ଇରାନର ଷ୍ଟାଟେଜିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ହୋଇପାରେ । ଏହାର ଅନ୍ତ ହୋଇଥିଲା ।

ତେବେ ନିକଟରେ ଇସ୍ରାଏଲ ଲେବାନନ ଉପରେ ଜୋରଦାର ଆକ୍ରମଣ କରିଛି । ଯେଉଁଥିରେ ହମାସ ଓ ହିଜବୁଲର ଟପ୍‌ ନେତାଙ୍କୁ ହତ୍ୟା କରିଛି ଇସ୍ରାଏଲ । ଏହା ପରେ ପୁଣି ଇରାନ ଓ ଇସ୍ରାଏଲ ମଧ୍ୟରେ ବିବାଦ ବଢି ଯାଇଛି । ହମାସ ନେତା ଇସମାଇଲ ହାନିହେଙ୍କୁ ତେହରାନରେ ହତ୍ୟା କରାଗଲା । ସେ ସମୟରେ କୌଣସି ପ୍ରତିକ୍ରିୟା ରଖିନଥିଲା ଇରାନ । ସମ୍ଭବତଃ ଏହାକୁ ନେଇ ତେଲ ଅଭିଭର ମନୋବଳ ଆହୁରି ସୁଦୃଢ ହେଲା । ଇରାନର ବ୍ରିଗେଡିୟର ଜେନେରାଲ ଅବ୍ବାସ ନିଲଫୋରୁସାନଙ୍କ ସହ ହିଜବୁଲ୍ଲା ନେତା ନସରାହ୍ଲାରଙ୍କୁ ହତ୍ୟା ଓ ଲେବନାନରେ ଆକ୍ରମଣକୁ ନେଇ ବାଧ୍ୟ କଲା । ଫଳରେ ତେହରାନ ଚାପକୁ ପଳେଇ ଆସିଲା । କାର୍ଯ୍ୟାନୁଷ୍ଠାନ ନକରିବା ଅର୍ଥ ହିଜବୁଲ୍ଲା ଉପରେ ନିୟନ୍ତ୍ରଣ ନରଖିବା ।

ଯୁଦ୍ଧର କଳାବାଦଲ
ଯୁଦ୍ଧର କଳାବାଦଲ (AP)

ଲେବନାନ ଓ ଗାଜା ଉପରେ ଆକ୍ରମଣ ରୋକିବା ନେଇ ଚାଲିଥିବା ଶାନ୍ତି ଆଲୋଚନାରେ ଆମେରିକା ପକ୍ଷରୁ ଇସ୍ରାଏଲ ଉପରେ କୌଣସି ଚାପ ପକାଯାଇନଥିଲା । ଯାହା ସୂଚନା ରହିଛି, ଇସ୍ରାଏଲ ଓ ହିଜବୁଲ୍ଲା ଶାନ୍ତି ଆଲୋଚନା ନେଇ ନିକଟତର ଥିଲେ । ତେବେ ହିଜବୁଲ୍ଲା ଉପରେ ଆକ୍ରମଣ କରିବାରୁ ଇସ୍ରାଏଲକୁ ଅଟକା ଯାଇପାରିଥାନ୍ତା । କିନ୍ତୁ ଏବେ ଆଭିମୁଖ୍ୟ ସ୍ପଷ୍ଟ ଶାନ୍ତି ନୁହେଁ । ଏବେ ଇସ୍ରାଏଲକୁ ଆକ୍ରମଣ କରିବାକୁ ଅଟକା ଯାଉନାହିଁ । ଗତ 7 ଅକ୍ଟୋବର ଆକ୍ରମଣର ଜବାବ ଦେଉଛି ଇସ୍ରାଏଲ । ତେବେ ଇରାନକୁ ସଂଘର୍ଷକୁ ଆଗକୁ ବଢାଇବାରୁ ଅଟକା ଯାଉଛି ।

ଇସ୍ରାଏଲର ମିଲିଟାରୀ ଫୋର୍ସ ଉପରେ 200 ମିସାଇଲ ଆକ୍ରମଣ କରିଥିଲା । ଅଧିକାଶଂ ମିସାଇଲ ଆକାଶରୁ ଖସାଇ ନଷ୍ଟ କରି ଦିଆଯାଇଥିଲା । ଇସ୍ରାଏଲ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ମାଟି ଉପରେ କମ କ୍ଷତି ହୋଇଥିଲା । ତେହରାନ କହିଥିଲା କି ସଂଘର୍ଷକୁ ଆଗକୁ ବଢାଇବାକୁ କୌଣସି ଉଦ୍ଦେଶ୍ୟ ନାହିଁ । ଯେତେବେଳେ ଇସ୍ରାଏଲ ପ୍ରତି ଆକ୍ରମଣ କରିବ ସେତେବେଳେ ଜବାବ ଦେବ । କାରଣ ଇରାନ ଜାଣିଛି ଇସ୍ରାଏଲ ଠାରୁ ତାର ସୈନ୍ୟ ଶକ୍ତି ଦୁର୍ବଳ । ଏଥିସହ ପଶ୍ଚିମ ଶକ୍ତି ଗୁଡିକର ମଧ୍ୟ ସମର୍ଥନ ରହିଛି । ଇରାନ ପାଖରେ କେବଳ ଋଷ ଓ ଚୀନର ରାଜନୈତିକ ସମର୍ଥନ ରହିଛି ।

ଯୁଦ୍ଧର କଳାବାଦଲ
ଯୁଦ୍ଧର କଳାବାଦଲ (AP)

ଆକ୍ରମଣର ପ୍ରତିଆକ୍ରମଣ କରିବାକୁ ଯେପରି ଇସ୍ରାଏଲ ପ୍ରତିଶ୍ରୁତିବଦ୍ଧ । ସେପଟେ ଆମେରିକାର ଏହି ଦାବି କି, ଇସ୍ରାଏଲକୁ ପ୍ରତିଆକ୍ରମଣର ପୂରା ଅଧିକାର ଅଛି । ତେବେ ପରମାଣୁ ଆକ୍ରମଣ ପାଇଁ ଅନୁମତି ଦିଆଯାଇନାହିଁ । ଯାହାକୁ ନେଇ ସର୍ବଦା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବ୍ରୋଞ୍ଜାମିନ ନେତାନ୍ୟାହୁ ଚିନ୍ତିତ । ଧମକ ଦେଇ ନେତାନ୍ୟାହୁ କହିଥିଲେ, ଇରାନ ଆଜି ବହୁତ ବଡ ଭୁଲ କରିଛି, ଆଉ ତାହାର ମୂଲ୍ୟ ତାକୁ ଦେବାକୁ ପଡିବ ।

ଇସ୍ରାଏଲ ପାଖରେ ଶକ୍ତିଶାଳୀ ସେନା ଥାଇପାରେ ହେଲେ ଛୋଟ ରାଷ୍ଟ୍ର ହେବା କାରଣରୁ ଷ୍ଟାଟ୍ରେଜି ନାହିଁ । ତେଣୁ ଇସ୍ରାଏଲ ନିଜ ମାଟିରୁ ଦୂରରେ ଏସବୁ କରିବାକୁ ପସନ୍ଦ କରିପାରେ । ଏହାକୁ ବିସ୍ତାର ବି କରିପାରେ । ଲେବନାନରେ ଏସବୁ ସଞ୍ଚାଳନ କରିବାର ଉଦ୍ଦେଶ୍ୟ ହେଉଛି ସୀମାବର୍ତ୍ତି ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷା ପାଇଁ ଏକ ବଫର ଜୋନର ତିଆରି କରିବା ।

ଯୁଦ୍ଧର କଳାବାଦଲ
ଯୁଦ୍ଧର କଳାବାଦଲ (AP)

ଇରାନ ରାଷ୍ଟ୍ର ଆକାରରେ ବଡ । କିନ୍ତୁ ତା କାର୍ଯ୍ୟ ପାଇଁ ଅଧିକାଂଶ ଆରବ ଦେଶକୁ ନିଜଠୁ ଦୂରେଇ ସାରିଲାଣି । ଯଦି ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରୁଛି ଇରାନକୁ କେଉଁ ଆଡୁ ବି ସମର୍ଥନ ଓ ସହାନୁଭୂତି ମିଳିବାର ସମ୍ଭାବନା ନାହିଁ । ପୂର୍ବରୁ ହିଁ ତୈଳକୁ ନେଇ ୟୁଏଇ ଓ ସାଉଦି ଆରବକୁ ଟାର୍ଗେଟରେ ରହିଛି । କୌଣସି ବି ଦେଶ ସହଯୋଗ ପାଇଁ ଆଗକୁ ଆସିବାର ସମ୍ଭାବନା ନାହିଁ । ଭାରତରେ ଥିବା ଇରାନର ରାଷ୍ଟ୍ରଦୂତ କହିଛନ୍ତି କି, ଉଭୟ ଇରାନ ଓ ଇସ୍ରାଏଲ ସହ ଭାରତର ଭଲ ସମ୍ପର୍କ । ତେଣୁ ଇସ୍ରାଏଲକୁ ଯୁଦ୍ଧ ରୋକିବା ପାଇଁ ଭାରତ ରାଜି କରିପାରେ ।

ଯୁଦ୍ଧ ସମ୍ପର୍କିତ ଖବର ପଢନ୍ତୁ:

ଜଣଙ୍କୁ ନିପାତ କଲା ଇସ୍ରାଏଲ, ଜନ୍ମ ନେଲେ ଶହ ଶହ ନସରହ୍ଲା !

ଇସ୍ରାଏଲ ଉପରେ ଇରାନର ବଡ ଆକ୍ରମଣ, ଭାରତୀୟ ଦୂତାବାସ ଜାରି କଲା ଆଡଭାଇଜରୀ

ଖୋଜି ଖୋଜି ମାରୁଛି ଇସ୍ରାଏଲ; ସଫିଦ୍ଦିନ ‘ହିଜବୁଲ୍ଲା’ର ନୂଆ ମୁଖ୍ୟ, ନସରଲ୍ଲା ନିପାତ ପଛରେ ଇରାନ ଗୁପ୍ତଚର !

ଇସ୍ରାଏଲ ଏୟାରଷ୍ଟ୍ରାଇକରେ ‘ହିଜବୁଲ୍ଲା’ ମୁଖ୍ୟ ମୃତ !

ଅନ୍ୟପଟେ ନିଜ ସୀମାକୁ ନେଇ ଅବଗତ ଥିବା ଇରାନ କଦାପି ଇସ୍ରାଏଲ ସହ ଯୁଦ୍ଧ ଚାହୁଁନାହିଁ । ଛାୟା ଯୁଦ୍ଧ ମାଧ୍ୟମରେ ମିସାଇଲ ଓ ଡ୍ରୋନ ମାଧ୍ୟମରେ ଆକ୍ରମଣ କରି ଇସ୍ରାଏଲକୁ କ୍ଷତି ପହଞ୍ଚାଇବା । କିଛି ସଙ୍ଗଠନ ଏହି ସଂଘର୍ଷରେ ଆମେରିକାକୁ ଆଣିବାକୁ ଚାହୁନାହାନ୍ତି । ଆଉ ଏହାର ଫାଇଦା ଉଠାଇଲା ଇସ୍ରାଏଲ । ଗାଜା ଉପରେ ନିୟନ୍ତ୍ରଣ ଆଣିବାକୁ ହିଜବୁଲ୍ଲା ସହ ସଂଘର୍ଷକୁ ବଢାଇ ଦେଲା । ଫଳରେ ହମାସ ଦୁର୍ବଳ ହେବାରେ ଲାଗିଲା । ହିଜବୁଲ୍ଲା ଉପରେ ଇସ୍ରାଏଲର ଆକ୍ରମଣ କଣ ସଫଳ ହେବ ?

ଏହା ଲେଖକଙ୍କ ନିଜସ୍ବ ମତ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.