ETV Bharat / state

ଜେଲରୁ ମୁକୁଳିବା ପରେ ରାଜ୍ୟ ବାହାରେ ସାରଥି

ସାରଥି ଵର୍ତ୍ତମାନ ରାଜ୍ୟ ବାହାରେ ଅଛନ୍ତି । ସ୍ଥାନୀୟ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ରହିଛନ୍ତି ସେ। ଏନେଇ ସୂଚନା ଦେଇଛନ୍ତି ସାରଥିଙ୍କ ଓକିଲ।

author img

By

Published : Jul 28, 2019, 2:17 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ସାରଥି ଓରଫ ସନ୍ତୋଷ ରାଉଳ ଚୌଦ୍ବାର ଜେଲରୁ ମୁକୁଳିଲା ପରେ ଏବେ ସେ କେଉଁଠି ଅଛନ୍ତି ? କଣ କରୁଛନ୍ତି ପ୍ରବଚନ ଦେଉଛନ୍ତି କି ନାହିଁ ? ଏହାକୁ ନେଇ ସର୍ବସାଧାରଣଙ୍କ ମନରେ ଉଠିଛି ଏକ ବଡ଼ ପ୍ରଶ୍ନ । ତେବେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ସାରଥିଙ୍କ ଓକିଲ ମାନସ ଚାନ୍ଦ ।

ଓକିଲଙ୍କ କହିବାନୁସାରେ , ସାରଥି ଵର୍ତ୍ତମାନ ରାଜ୍ୟ ବାହାରେ ଅଛନ୍ତି । ସ୍ଥାନୀୟ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ରହିଛନ୍ତି ସେ। ତେବେ ସେ କୌଣସି ପ୍ରକାର ଧର୍ମୀୟ କର୍ମରେ ଲିପ୍ତ ରହୁନାହାଁନ୍ତି । ଏକ ସାଧାରଣ ଜୀବନଯାପନ କରୁଛନ୍ତି ସାରଥୀ ।

ଯେପରି ପୂର୍ବରୁ ପ୍ରବଚନ , ଭଜନ ସତସଙ୍ଗ ଆଦି କରୁଥିଲେ ସେଥିରୁ ବିଚ୍ୟୁତ ରହିଛନ୍ତି ସେ । ତେବେ ଯଦି ଆଗାମୀ ଦିନ ମାନଙ୍କରେ ହାଇକୋର୍ଟ ଏହି ଧର୍ମୀୟ ସଂକ୍ରାନ୍ତରେ କୋହଳ କରନ୍ତି ତେବେ ସେ ତାଙ୍କ ଧର୍ମୀୟ କାର୍ଯ୍ୟ କରିପାରିବେ ବୋଲି କହିଛନ୍ତି ସାରଥିଙ୍କ ଓକିଲ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଂଙ୍କର- ସାରଥୀ ଚୌଦ୍ୱାର ଜେଲରୁ ମୁକୁଳିଲା ପରେ ଏବେ ସେ କେଉଁଠି ଅଛନ୍ତି । କଣ କରୁଛନ୍ତି, ପ୍ରବଚନ ଦେଉଛନ୍ତି କି ନାହିଁ । ଯାହାକୁ ନେଇ ସର୍ବସାଧାରଣଙ୍କ ମନରେ ଉଠିଛି ଏକ ବଡ଼ ପ୍ରଶ୍ନ । ତେବେ ଏହି ପ୍ରଶ୍ନ ର ଉତ୍ତର ଦେଇଛନ୍ତି ସାରଥିଙ୍କ ଓକିଲ ମାନସ ଚାନ୍ଦ । ଓକିଲ ଙ୍କ କହିବାନୁସାରେ , ସାରଥି ଵର୍ତମାନ ରାଜ୍ୟ ବାହାରେ ଅଛନ୍ତି । ସ୍ଥାନୀୟ ପୋଲିସ ର କଡା ସୁରକ୍ଷା ବଳୟ ମଧ୍ୟରେ ରହିଛନ୍ତି ସେ । ତେବେ ସେ କୌଣସି ପ୍ରକାର ଧର୍ମୀୟ କର୍ମ ରେ ଲିପ୍ତ ରହୁନାହଁନ୍ତି । ଯେପରି ଏକ ସାଧାରଣ ଜୀବନଯାପନ କରୁଛନ୍ତି ସାରଥୀ ।
ଯେପରି ପୂର୍ବରୁ ପ୍ରବଚନ , ଭଜନ ସତସଙ୍ଗ ଆଦି କରୁଥିଲେ ସେଥୁରୁ ବିଚ୍ୟୁତ ରହିଛନ୍ତି ସେ । ତେବେ ଯଦି ଆଗାମୀ ଦିନମାନଙ୍କରେ ମାନ୍ୟବର ହାଇକୋର୍ଟ ଯଦି ଏହି ଧର୍ମୀୟ ସଂକ୍ରାନ୍ତ ରେ କୋହଳ କରନ୍ତି ତେବେ ସେ ତାଙ୍କ ଧର୍ମୀୟ କାର୍ଯ୍ୟ କରିପାରିବେ ବୋଲି କହିଛନ୍ତି ଓକିଲ ।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.