ETV Bharat / state

Ranji Trophy: ହାଇଦ୍ରାବାଦ ଆଗରେ 239 ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ

author img

By

Published : Feb 26, 2022, 10:17 PM IST

ବାରବାଟୀରେ ଚାଲିଥିବା ରଣଜୀ ଟ୍ରଫିର ତୃତୀୟ ଦିନରେ ହାଇଦ୍ରାବାଦ ଆଗରେ 239 ରନର ବିଜୟ ଲକ୍ଷ ଧାର୍ଯ୍ୟ କଲା ବେଙ୍ଗଲ । ଅନ୍ୟପଟେ ହାଇଦ୍ରାବାଦ ଖେଳ ଶେଷ ସୁଦ୍ଧା 3 ୱିକେଟ ହରାଇ ସଂଗ୍ରହ କରିଛି 16 । ତେବେ ହାତରେ ଆଉ ଗୋଟିଏ ଦିନ ବାକି ଥିଲାବେଳେ ବିଜୟ ଲକ୍ଷ୍ୟ ପାଇଁ 223 ରନର ଆବଶ୍ୟକ କରୁଛି ଟିମ ହାଇଦ୍ରାବାଦ । ଅଧିକ ପଢନ୍ତୁ

ହାଇଦ୍ରାବାଦ ଆଗରେ 239 ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ

କଟକ: ବାରବାଟୀରେ ଚାଲିଥିବା ରଣଜୀ ଟ୍ରଫିର ତୃତୀୟ ଦିନରେ ହାଇଦ୍ରାବାଦ ଆଗରେ 239 ରନର ବିଜୟ ଲକ୍ଷ ଧାର୍ଯ୍ୟ କଲା ବେଙ୍ଗଲ । ଅନ୍ୟପଟେ ହାଇଦ୍ରାବାଦ ଖେଳ ଶେଷ ସୁଦ୍ଧା 3 ୱିକେଟ ହରାଇ ସଂଗ୍ରହ କରିଛି 16 । ତେବେ ହାତରେ ଆଉ ଗୋଟିଏ ଦିନ ବାକି ଥିଲା ବେଳେ ବିଜୟ ଲକ୍ଷ୍ୟ ପାଇଁ 223 ରନର ଆବଶ୍ୟକ କରୁଛି ଟିମ ହାଇଦ୍ରାବାଦ । ଅନ୍ୟପଟେ ଅହମ୍ମଦାବାଦରେ ଓଡିଶା ପ୍ରଥମ ପାଳିରେ ଫଲୋ ଅନ ହେବା ପରେ ଦ୍ବିତୀୟ ପାଳିରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି ।

ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡିଶା 5 ୱିକେଟ ହରାଇ ସଂଗ୍ରହ କରିଛି 115 ରନ୍ । ସୌରଷ୍ଟ୍ରର ପ୍ରଥମ ଇନିଂସରେ ବିଶାଳ ସ୍କୋର 501 ରନକୁ ପିଛା କରି ପ୍ରଥମ ପାଳିରେ ମାତ୍ର 165 ରନରେ ଅଲଆଉଟ ହୋଇଥିଲା ଓଡିଶା । ତେବେ ଫଲୋଅନ ହେବା ପରେ ପୁଣି ବ୍ୟାଟିଂ ନିମନ୍ତ୍ରଣ ପାଇ ତୃତୀୟ ଦିନ ଖେଳ ଶେଷ ସିଦ୍ଧା 221 ରନ ପଛରେ ରହିଛି ଟିମ ଓଡିଶା । ତେବେ ଶେଷ ଦିନରେ ନିଶ୍ଚୟ ଫଳାଫଳ ସମ୍ନା କୁ ଆସିବ ବୋଲି ଆଶା ବାନ୍ଧିଛନ୍ତି ଫ୍ୟାନ୍ସ ଓ ସମୀକ୍ଷକ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.