ETV Bharat / state

ଟ୍ବିନସିଟିବାସୀଙ୍କୁ ଡିଜିଙ୍କ ଅପିଲ, ଦାଦାବଟି ମାଗିଲେ କରନ୍ତୁ ଫୋନ୍

author img

By

Published : Oct 20, 2020, 6:20 PM IST

ଭୁବନେଶ୍ବର-କଟକବାସୀଙ୍କୁ ପୋଲିସ ଡିଜିଙ୍କ ଅପିଲ । ଦାଦାବଟି ମାଗିଲେ ତୁରନ୍ତ 9938910000 କୁ ଫୋନ କରନ୍ତୁ । କେବଳ ପୂଜା ପାଇଁ ନୁହେଁ କି ଦଶହରା ପାଇଁ ନୁହେଁ ବରଂ ଏହି ଅପରେସନ ଆଗାମୀ ଦିନ ପର୍ଯ୍ୟନ୍ତ ଜାରି ରହିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଟ୍ବିନସିଟିବାସୀଙ୍କୁ ଡିଜିଙ୍କ ଅପିଲ, ଦାଦାବଟି ମାଗିଲେ କରନ୍ତୁ ଫୋନ୍
ଟ୍ବିନସିଟିବାସୀଙ୍କୁ ଡିଜିଙ୍କ ଅପିଲ, ଦାଦାବଟି ମାଗିଲେ କରନ୍ତୁ ଫୋନ୍

ଭୁବନେଶ୍ବର: ଟ୍ବିନସିଟିବାସୀଙ୍କୁ ପୋଲିସ ଡିଜିଙ୍କ ଅପିଲ । ଦାଦାବଟି ମାଗିଲେ ତୁରନ୍ତ ଫୋନ କରନ୍ତୁ । ଏଥିପାଇଁ ଜାରି ହୋଇଛି ହେଲ୍ପଲାଇନ୍ ନମ୍ବର । 9938910000 କୁ ଫୋନ କଲେ ଦାଦା ବା ଦାଦାବଟି ମାଗୁଥିବା ଲୋକଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

ସହରବାସୀ ଭୟଭୀତ ନହୋଇ ଆଗକୁ ଆସନ୍ତୁ ଏବଂ ଏଭଳି ଲୋକଙ୍କ ସମ୍ପର୍କରେ ସୂଚନା ଦିଅନ୍ତୁ । ଏପରି ଜଣାଇଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । କାରଣ ଆରମ୍ଭ ହୋଇଥିବା ଏହି ସ୍ବତନ୍ତ୍ର ଅପରେସନରେ ଏଯାବତ ୧୫ ଟି ମାମଲାରେ ୨୪ ଜଣଙ୍କୁ ଗିରଫ କରିସାରିଛି କମିଶନରେଟ ପୋଲିସ । କେବଳ ପୂଜା ପାଇଁ ନୁହେଁ କି ଦଶହରା ପାଇଁ ନୁହେଁ ବରଂ ଏହି ଅପରେସନ ଆଗାମୀ ଦିନ ପର୍ଯ୍ୟନ୍ତ ଜାରି ରହିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.