ETV Bharat / state

କଟକରେ କାଳୀପୂଜା, ସହର ଜଗିବେ ୩୧ ପ୍ଲାଟୁନ ପୋଲିସ

କାଳୀ ପୂଜା ଆରମ୍ଭ ହେଉଥିବାବେଳେ ସୁରକ୍ଷା ପାଇଁ ପୋଲିସ ମଧ୍ୟ ଆରମ୍ଭ କରିଛି ପ୍ରସ୍ତୁତି । ସହରର ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବେ 31 ପ୍ଲାଟୁନ ପୋଲିସ ଫୋର୍ସ । ସେହିପରି ଭସାଣି ଦିନ ରହିବେ 50 ପ୍ଲାଟୁନ ପୋଲିସ । ସୂଚନା ଦେଲେ ଡ଼ିସିପି ।

author img

By

Published : Oct 27, 2019, 3:58 AM IST

Updated : Oct 27, 2019, 10:11 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,କଟକ

କଟକ: କାଳୀପୂଜା ପାଇଁ ଉତ୍ସବମୁଖର କଟକ ସହର । ସହରରେ ୭୦ ଟି ପୂଜା ମଣ୍ଡପରେ ମା' କାଳୀଙ୍କର ପୂଜା କରାଯିବ। ତେବେ କାଳୀ ପୂଜା ଉପଲକ୍ଷେ ସହରରେ ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରିବା ପାଇଁ କଟକ ଡିସିପି ସମସ୍ତ ପୋଲିସଙ୍କୁ ନେଇ ସ୍ବତନ୍ତ୍ର ତାଲିମ ପ୍ରଦାନ କରିଛନ୍ତି । ଇଣ୍ଡୋର ଷ୍ଟାଡିୟମରେ ଏନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି ।

କଟକରେ କାଳୀପୂଜା, ସହରର ଜଗିବେ ୩୧ ପ୍ଲାଟୁନ ପୋଲିସ

ସହରରେ ସୁରକ୍ଷା ପାଇଁ ୩୧ ପ୍ଲାଟୁନ ପୋଲିସ ମୃତୟନ କରାଯିବ। ଭସାଣ ପାଇଁ ୫୦ ପ୍ଲାଟୁନ ଫୋର୍ସ ମୃତୟନ କରାଯିବ। ସହରରେ ଅନେକ ସ୍ଥାନରେ ସିସିଟିଭି ମଧ୍ୟ ଲଗାଯାଇଛି । ସେହିପରି ସାଧା ପୋଷାକଧାରୀ ପୋଲିସ ମଧ୍ୟ ପକେଟ ମାର ଙ୍କୁ ଜଗିବେ। ତେବେ ଟ୍ରାଫିକ ବ୍ୟବସ୍ଥା କୁ ନଜର ରଖି କିଛି କିଛି ସ୍ଥାନରେ ଟ୍ରାଫିକ କଟକଣା ଲଗାଯିବ ବୋଲି କଟକ ଡିସିପି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ରାତି ପାହିଲେ କାଳୀପୂଜା।କଟକ ସହରରେ ୭୦ ଟି ପୂଜା ମଣ୍ଡପରେ ମା କାଳୀଙ୍କର ପୂଜା କରାଯିବ।ତେବେ କାଳୀ ପୂଜା ଉପଲକ୍ଷେ ସହରରେ ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରିବା ପାଇଁ କଟକ ଡିସିପି ସମସ୍ତ ପୋଲିସ ଙ୍କୁ ନେଇ ସ୍ୱତନ୍ତ୍ର ତାଲିମ ପ୍ରଦାନ କରିଛନ୍ତି।କଟକ ଇଣ୍ଡୋର ଷ୍ଟାଡିୟମ ରେ ଏନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି ମ
ସହରରେ ସୁରକ୍ଷା ପାଇଁ ୩୧ ପ୍ଲାଟୁନ ପୋଲିସ ମୃତୟନ କରାଯିବ।ଭଷାଣ ପାଇଁ ୫୦ ପ୍ଲାଟୁନ ଫୋର୍ସ ମୃତୟନ କରାଯିବ। ସହରରେ ଅନେକ ସ୍ଥାନରେ ସିସିଟିଭି ମଧ୍ୟ ଲଗାଯାଇଛି।ସେହିପରି ସାଧାପୋଷାକ ଧାରୀ ପୋଲିସ ମଧ୍ୟ ପକେଟ ମାର ଙ୍କୁ ଜଗିବେ।ତେବେ ଟ୍ରାଫିକ ବ୍ୟବସ୍ଥା କୁ ନଜର ରଖି କିଛି କିଛି ସ୍ଥାନରେ ଟ୍ରାଫିକ କଟକଣା ଲଗାଯିବ ବୋଲି କଟକ ଡିସିପି କହିଛନ୍ତି।

ବାଇଟ - ଅଖିଲେଶ୍ଵର ସିଂହ, କଟକ ଡିସିପି।

Body:no need

Conclusion:no need
Last Updated : Oct 27, 2019, 10:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.