ETV Bharat / state

ଯୁକ୍ତ ଦୁଇ ନାମଲେଖା ଆରମ୍ଭ, ଶ୍ରେଣୀଗୃହରେ କ୍ଳାସ ନେଇ ଚିନ୍ତାରେ ଛାତ୍ରଛାତ୍ରୀ - +2 admission process starts

ଦୀର୍ଘ ମାସ ପରେ ଏହି ପକ୍ରିୟା ଆରମ୍ଭ ହୋଇଥିବାରୁ ଛାତ୍ରଛାତ୍ରୀ ଖୁସି ଜାହିର କରିଛନ୍ତି । ମାତ୍ର କେବେ କ୍ଳାସ ଆରମ୍ଭ ହେବ ଓ କେବେ ପୂର୍ବଭଳି କ୍ଳାସରୁମରେ ପାଠ ପଢିବାକୁ ସୁଯୋଗ ମିଳିବ ଅପେକ୍ଷା କରିଛନ୍ତି ଛାତ୍ରଛାତ୍ରୀ ।

+2 admission process starts, Students worrying about classroom study
ଯୁକ୍ତ ଦୁଇ ନାମଲେଖା ଆରମ୍ଭ, ଶ୍ରେଣୀଗୃହରେ କ୍ଳାସ ନେଇ ଚିନ୍ତାରେ ଛାତ୍ରଛାତ୍ରୀ
author img

By

Published : Sep 21, 2020, 10:09 PM IST

କଟକ: ସୋମବାର ଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ନାମଲେଖା । ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ଅନୁଯାୟୀ ବିଭିନ୍ନ କଲେଜରେ ନାମ ଲେଖାଇଛନ୍ତି ଛାତ୍ରଛାତ୍ରୀ । କୋଭିଡ ନିୟମ ଅନୁଯାୟୀ ବିଭିନ୍ନ କଲେଜରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି ।

ଦୀର୍ଘ ମାସ ପରେ ଏହି ପକ୍ରିୟା ଆରମ୍ଭ ହୋଇଥିବାରୁ ଛାତ୍ରଛାତ୍ରୀ ଖୁସି ଜାହିର କରିଛନ୍ତି । ମାତ୍ର କେବେ କ୍ଳାସ ଆରମ୍ଭ ହେବ ଓ କେବେ ପୂର୍ବଭଳି କ୍ଳାସରୁମରେ ପାଠ ପଢିବାକୁ ସୁଯୋଗ ମିଳିବ ଅପେକ୍ଷା କରିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ କୋଭିଡ ସମୟରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ମନରେ ଭୟ ରଖି ଯଥେଷ୍ଟ ସତର୍କତାର ସହ ଏହି ପ୍ରକ୍ରିୟା କରାଯାଉଥିବା ଦାୟିତ୍ୱରେ ଥିବା ଅଧ୍ୟାପିକା କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.