ETV Bharat / state

ତୃତୀୟ ଦିନିକିଆ ପାଇଁ ବାରବାଟୀରେ ଖାସ ପିଚ ପ୍ରସ୍ତୁତି - ଭାରତ ଓ ୱେଷ୍ଟଇଣ୍ଡିଜ

ଷ୍ଟାଡିଅମ ଓ ଗ୍ରାଉଣ୍ଡ ସହ ଭାରତ ବନାମ ୱେଷ୍ଟ ଇଣ୍ଡିଜ ତୃତୀୟ ଦିନିକିଆ ପାଇଁ ଖାସ ପିଚ ପ୍ରସ୍ତୁତ ହୋଇଛି ବାରବାଟୀରେ । ରନ ବର୍ଷା ହେବ କହିଲେ ଓସିଏ ପିଚ କ୍ୟୁରେଟର । ଅଧିକ ପଢ଼ନ୍ତୁ..

pitch of barabati, barabati stadium, more importance to pitch, india vs west indies third one day, one day between india and west indies,  ବାରବାଟୀରେ ଖାସ ପିଚ ପ୍ରସ୍ତୁତି, ଭାରତ ବନାମ ୱେଷ୍ଟ ଇଣ୍ଡିଜ ତୃତୀୟ ଦିନିକିଆ, ଭାରତ ଓ ୱେଷ୍ଟଇଣ୍ଡିଜ, ବାରବାଟୀ ଷ୍ଟାଡିଅମ
ତୃତୀୟ ଦିନିକିଆ ପାଇଁ ବାରବାଟୀରେ ଖାସ ପିଚ ପ୍ରସ୍ତୁତି
author img

By

Published : Dec 11, 2019, 6:27 PM IST

କଟକ: ପାଖେଇ ଆସୁଛି ବାରବାଟୀ ମହାଲଢ଼େଇ । ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ। ଡିସେମ୍ବର 22ରେ ହେବ ମହା ମୁକାବିଲା। ପ୍ରସ୍ତୁତି କାମ ଚୂଡାନ୍ତ ହୋଇଥିବା ବେଳେ ଅଭ୍ୟାସ ପାଇଁ ପଡ଼ିଆରେ ଲାଗିଲାଣି ନେଟ। ମ୍ୟାଚ ପାଇଁ ପିଚ ଉପରେ ଦିଆଯାଇଛି ବିଶେଷ ଗୁରୁତ୍ବ ।

ମାତ୍ର 5 ଦିନ ମଧ୍ୟରେ ଷ୍ଟାଡିଅମର ସମସ୍ତ କାମ ଶେଷ ହେବା ନେଇ ଲକ୍ଷ ରଖିଛି ଓସିଏ । 20 ଓ 21 ତାରିଖରେ ହେବାକୁ ଥିବା ଅଭ୍ୟାସ ପାଇଁ ମଧ୍ୟ ନେଟ ଲାଗି ସରିଲାଣି । ଷ୍ଟାଡିଅମର ଜରାଜୀର୍ଣ୍ଣ ଅବସ୍ଥାକୁ ସଜାଡ଼ିବା ପାଇଁ 6 ମାସ ଲାଗିବା କଥା କିନ୍ତୁ ତାକୁ କିଛି ଦିନ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖିଛି ଓସିଏ। କାରଣ ଏହା ଓଡିଶା କ୍ରିକେଟ ଆସୋସିଏସନ ପାଇଁ ଚ୍ୟାଲେଞ୍ଜ।

ତୃତୀୟ ଦିନିକିଆ ପାଇଁ ବାରବାଟୀରେ ଖାସ ପିଚ ପ୍ରସ୍ତୁତି

ଅନ୍ୟପଟେ ପିଚ ପ୍ରସ୍ତୁତି କାମ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ମୁଖ୍ୟ ପିଚ ଓ ଅଭ୍ୟାସ ପିଚକୁ ବେଶ ସୁନ୍ଦର ଢ଼ଙ୍ଗରେ ନିର୍ମାଣ କରିଛନ୍ତି ଓସିଏ ପିଚ କ୍ୟୁରେଟର । ଏହାସହିତ ଯଦି ପିଚରେ ଥଣ୍ଡା ଯୋଗୁଁ କାକର ବି ପଡେ ତେବେ ମେସିନ ସାହାଯ୍ୟରେ ପିଚ ଓ ଆଉଟ ଫିଲ୍‌ଡ଼କୁ ମଧ୍ୟ ସଫା କରିହେବ। ଏହାସହିତ ଯେହେତୁ ଫ୍ଲାଟ ପିଚ ରହିଛି ତେବେ ରନ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଓସିଏ ପିଚ କ୍ୟୁରେଟର ପଙ୍କଜ ପଟ୍ଟନାୟକ।

ମହା ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି ବାରବାଟୀ । କାରଣ 22 ତାରିଖରେ ଏହି ଗ୍ରାଉଣ୍ଡରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଗର୍ଜିବ ବିରାଟ ବାହିନୀ। ମ୍ୟାଚକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ଏବେ ଅପେକ୍ଷା କେବେଳ 22 ତାରିଖକୁ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ପାଖେଇ ଆସୁଛି ବାରବାଟୀ ମହାଲଢେଉ । ଯେଉଁଥିରେ ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ। ଡିସେମ୍ବର 22 ରେ ଖେଳାଯିବ ମହାମୁକାବୁଲା । ସେଥିପାଇଁ ଷ୍ଟାଡିଅମ ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ପିଚ କାମଠୁ ଆରମ୍ଭ କରି ଗ୍ୟାଲେରୀ କାମ ସରିଆସିଲାଣି । ଏବେ ଅପେକ୍ଷା କବେଳ 22 ତାରିଖ କୁ ।

Body:ଭିଓ୧: ସରିଆସିଲାଣି ଷ୍ଟାଡିଅମ କାମ । ମାତ୍ର 5 ଦିନ ମଧ୍ୟରେ ସବୁ କାମ ଶେଷ ହେବା ନେଇ ଲକ୍ଷ ରଖିଛି ଓସିଏ । କାରଣ 22 ରେ ଖେଳାଯିବା ମହାଲଢେଉ । ଆଉ ବାରବାଟୀ ରେ ବିରାଟ ବାହିନୀ କୁ ଚ୍ୟାଲେଞ୍ଜ ଦେବ ପୋଲର୍ଡ଼ ବାହିନୀ । ତେବେ ଏଥିପାଇଁ ଷ୍ଟାଡିଅମ କୁ ନୂଆ ରୂପ ଦେବା ଲାଗି ରାତି ଦିନ ଏକ କରି କାମ ଜାରି ରଖିଛି ଓସିଏ । 20 ଓ 21 ତାରିଖ ରେ ହେବାକୁ ଥିବା ଅଭ୍ୟାସ ପାଇଁ ମଧ୍ୟ ନେଟସ ଲାଗି ସରିଲାଣି । ଷ୍ଟାଡିଅମ ର ଜରାଜୀର୍ଣ୍ଣ ଅବସ୍ଥା କୁ ସଜାଡ଼ିବା ପାଇଁ 6 ମାସ ଲାଗିବା କଥା କିନ୍ତୁ ତାକୁ କିଛି ଦିନ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖିଚି ଓସିଏ ।କାରଣ ଏହା ଏହିଛି ଓଡିଶା କ୍ରିକେଟ ଆସୋସିଏସନ ପାଇଁ ଚ୍ୟାଲେଞ୍ଜ ।

ବାଇଟ: ସଞ୍ଜୟ ବେହେରା( ଓସିଏ ସମ୍ପାଦକ )

ଭିଓ୨: ଅନ୍ୟପଟେ ପିଚ ପ୍ରସ୍ତୁତୀ କାମ ବେଶ ଯୁଧକାଳୀନ ଭିତ୍ତିରେ ଜାରି ରହିଛି । ମୁଖ୍ୟ ପିଚ ଓ ଅଭ୍ୟାସ ପିଚ କୁ ବେଶ ସୁନ୍ଦର ଢ଼ଙ୍ଗରେ ନିର୍ମାଣ କରିଛନ୍ତି ଓସିଏ ପିଚ କ୍ୟୁରେଟର । ଏହାସହିତ ଯଦି ପିଚରେ ଥଣ୍ଡା ଜନିତ କାକର ବି ପଡେ ତେବେ ମେସିନ ସାହାଯ୍ୟରେ ପିଚ ଓ ଆଉଟ ଫିଲଡ଼ କୁ ମଧ୍ୟ ସଫା କରିହେବ । ଏହାସହିତ ଯେହେତୁ ଫ୍ଲାଟ ପିଚ ରହିଛି ତେବେ ରନ ର ବର୍ଷା ହେବାର ସମ୍ଭବନା ରହିଛି ବୋଲି କହିଛନ୍ତି ଓସିଏ ପିଚ କ୍ୟୁରେଟର ପଙ୍କଜ ପଟନାୟକ ।

ବାଇଟ: ପଙ୍କଜ ପଟ୍ଟନାୟକ ( ଓସିଏ ପିଚ କ୍ୟୁରେଟର)

Conclusion:ଫାଭିଓ: ତେବେ ମହା ଲଢେଇ ପାଇଁ ପ୍ରସ୍ତୁତ ହେଉଛି ବାରଵାଟି । କାରଣ 22 ତାରିଖ ରେ ଏହି ଗ୍ରାଉଣ୍ଡ ରେ ଗର୍ଜିବ ବିରାଟ ବାହିନୀ । ଆଉ ୱେଷ୍ଟେ ଇଣ୍ଡିଜି କୁ ଦେଖାଇବ ପରାଜୟ ର ରାସ୍ତା ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.