ETV Bharat / state

କେବେ ପହଞ୍ଚିବ ବିଜୁଳି-ଜଳ ! ଅଥୟ କଟକ

ଫନି ପରେ ଜିଲ୍ଲା ପ୍ରଶାସନ ସବୁ ସ୍ଥାନରେ ସହାୟତା ପହଞ୍ଚାଇ ପାରିନାହିଁ । ଯାହାକୁ ନେଇ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତ୍ତେଜନା ଦେଖିବାକୁ ମିଳିଛି । କେବେ ମିଳିବ ପାନୀୟ ଜଳ ଓ ବିଜୁଳି ଦାବି କରି ସିପିଆଇଏମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛି ।

author img

By

Published : May 10, 2019, 6:36 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ

କଟକ: ଫନି ପରେ ଜିଲ୍ଲା ପ୍ରଶାସନ ସବୁ ସ୍ଥାନରେ ସହାୟତା ପହଞ୍ଚାଇ ପାରିନାହିଁ । ଯାହାକୁ ନେଇ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତ୍ତେଜନା ଦେଖିବାକୁ ମିଳିଛି । କେବେ ମିଳିବ ପାନୀୟ ଜଳ ଓ ବିଜୁଳି ଦାବି କରି ସିପିଆଇଏମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତୀବ୍ର ଆନ୍ଦୋଳନ ପ୍ରଦର୍ଶନ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ବାତ୍ୟା ଫନି କଟକର ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଶ୍ରୀହୀନ ହୋଇଯାଇଛି ସିଲଭର ସିଟି । ଏହା ସହ ଲୋକଙ୍କ ପାଖରେ ପିଇବା ପାଇଁ ପାଣି ନାହିଁ କି ଗରମରୁ ରକ୍ଷା ପାଇଁ ବିଜୁଳି ନାହିଁ । ଏହାରି ଭିତରେ କଟକବାସୀ ମଧ୍ୟ ସହିବା ସୀମା ଲଙ୍ଘି ସାରିଲେଣି । ବାତ୍ୟା ସମୟରେ ଯେତିକି ଦୁଃଖ ଭୋଗି ନ ଥିଲେ ତାହା ଏବେ ଅନୁଭବ କରୁଛନ୍ତି । କିଛି ଅଞ୍ଚଳରେ ବିଜୁଳି ପହଞ୍ଚିଥିବା ବେଳେ ସମସ୍ତ ଅଞ୍ଚଳରେ ବିଜୁଳି ସହ ପାନୀୟ ଜଳ ଶୀଘ୍ର ଯୋଗାଇ ଦିଆଯିବାକୁ ଦାବି ବ୍ୟାପକ ହେଉଛି । ଯଦି ଏହି ସମସ୍ୟାର ଶୀଘ୍ର ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ସାଧାରଣ ଜନତା ଉଚିତ ଜବାବ ଦେବେ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

Intro:Body:

BREAKING

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.