ETV Bharat / state

୪ ଦଫା ଦାବି ନେଇ ସିଏମସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ - ସିଏମସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

୪ ଦଫା ଦାବି ନେଇ ଆଜି ସିଏମସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ବସ୍ତିବାସିନ୍ଦା ମିଳିତମଞ୍ଚ।

cmc office cuttack
ସିଏମସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ
author img

By

Published : Dec 18, 2019, 10:04 PM IST

କଟକ: ସିଏମସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ବସ୍ତିବାସିନ୍ଦା ମିଳିତ ମଞ୍ଚ। ୪ ଦଫା ଦାବି ନେଇ ଆଜି ସିଏମସି କାର୍ଯ୍ୟାଳୟ ଆଗରେ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୨୦୧୭ରେ ବସ୍ତିବାସିନ୍ଦାଙ୍କ ପାଇଁ କରାଯାଇଥିବା ଆଇନକୁ କାର୍ଯ୍ୟକାରୀ କରିବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି।

ସିଏମସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ଏହି ଆଇନ ଅନୁସାରେ, ବସ୍ତିବାସିନ୍ଦାଙ୍କୁ ଚିହ୍ନଟ କରି ଘର ଯୋଗାଇବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି। ସେହିପରି ବସ୍ତି ଉଚ୍ଛେଦ କରିବା ପୂର୍ବରୁ ପ୍ରଥମେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାକୁ ଦାବି ହୋଇଛି। ଏଭଳି ୪ ଦଫା ଦାବି ବିଶିଷ୍ଟ ଦାବିପତ୍ର ସିଏମସି କମିଶନରଙ୍କୁ ପ୍ରଦାନ କରାଯାଇଛି। ଦାବି ପୂରଣ କରାନଗଲେ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:୪ ଦଫା ଦାବି ନେଇ ଆଜି ସିଏମସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ବସ୍ତିବାସିନ୍ଦା ମିଳିତମଞ୍ଚ।୨୦୧୭ ମସିହାରେ ବସ୍ତିବାସିନ୍ଦା ଙ୍କ ପାଇଁ କରାଯାଥିବା ଆଇନକୁ କାର୍ଯ୍ୟକାରୀ କରିବାକୁ ଆନ୍ଦୋଳନକାରୀ ମାନେ ଦାବି କରିଛନ୍ତି।ଏହି ଆଇନ ଅନୁଯାୟୀ ବସ୍ତିବାସିନ୍ଦା ଙ୍କୁ ଚିହ୍ନଟକରି ଘର ଯୋଗାଇବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି।ସେହିପରି ବସ୍ତି ଉଚ୍ଛେଦ କରିବା ପୂର୍ବରୁ ପ୍ରଥମେ ବସ୍ତିବାସିନ୍ଦା ଙ୍କୁ ଥଇଥାନ କରିବାକୁ ଦାବି ହୋଇଛି।ସେହିପରି ସିଡ଼ିଏ ର ଦ୍ୱିତୀୟ କ୍ୟାମ୍ପସ ରେ ବସ୍ତିବାସିନ୍ଦା ଙ୍କୁ ଥଇଥାନ କରିବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି।ଏନେଇ ୪ ଦଫା ଦାବି ବିଶିଷ୍ଟ ଦାବିପତ୍ର ସିଏମସି କମିଶନର ଙ୍କୁ ଦେଇଛନ୍ତି।ଦାବି ପୂରଣ କରାନଗଲେ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

ବାଇଟ - ପ୍ରତାପ ମିଶ୍ର,ଆନ୍ଦୋଳନକାରୀ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.