ETV Bharat / state

OTET Exam 2022: ଆବେଦନ ସମୟ ସୀମା ବୃଦ୍ଧି କଲା ବୋର୍ଡ - କଟକ ଖବର

ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (Odisha Teacher Eligibility Test ) 2022 ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନ ତାରିଖ ସମୟ ସୀମାକୁ ବୃଦ୍ଧି କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Oct 19, 2022, 9:53 PM IST

କଟକ: ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (Odisha Teacher Eligibility Test ) 2022 ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନ ତାରିଖ ସମୟ ସୀମାକୁ ବୃଦ୍ଧି କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) । ଆସନ୍ତା 26 ତାରିଖ 11 ଟା 45 ପର୍ଯ୍ୟନ୍ତ ଫର୍ମ ପୂରଣ ଜାରି ରହିବ । ଏନେଇ ଆଜି (ବୁଧବାର) ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହା ଗତ 10 ତାରିଖରୁ ଆରମ୍ଭ ହୋଇଥିବା ବେଳେ ଚଳିତ ମାସ 19 ତାରିଖରେ ଶେଷ ହେବାର ଥିଲା । ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର ମାସ ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ ଓଟିଇଟି ଦ୍ୱିତୀୟ ପରୀକ୍ଷା । ଭୂବନେଶ୍ୱର, ରାଉରକୋଲ, କଟକ, ବ୍ରହ୍ମପୁର ସହର ଭଳି ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯିବ। ଦୁଇଟି ପେପରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ । ପେପର-1 ନିମନ୍ତେ 150 ମାର୍କ ରହିଥିବାବେଳେ ପେପର-2ରେ 90 ମାର୍କ ରହିଛି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.