ETV Bharat / state

ନୂଆବର୍ଷ ଭୋଜି ବେଳେ 5 ମହଲାରୁ ପଡି ଯୁବକ ମୃତ

ନୂଆବର୍ଷ ଭୋଜି ସମୟରେ ଅଘଟଣ । ଭୋଜିଭାତ କରୁଥିବାବେଳେ ୫ ମହଲା ଛାତ ଉପରୁ ପଡି ଜଣେ ଯୁବକ ମୃତ । ପ୍ରୀତମ ସାହୁ ନାମକ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ।

one man dead by falls from 5th floor
5 ମହଲା ଉପରୁ ପଡି ଯୁବକ ମୃତ
author img

By

Published : Jan 1, 2020, 5:24 PM IST

କଟକ: ନୂଆବର୍ଷର ମଉଜ ହେଲା କାଳ । ମଙ୍ଗଳବାର ବିଳମ୍ବିତ ରାତିରେ କଟକ ବଳଭଦ୍ରପୁର ଠାରେ ଭୋଜିଭାତ କରୁଥିବାବେଳେ ୫ ମହଲା ଛାତରୁ ପଡି ଜଣେ ଯୁବକ ମୃତ। ମୃତକ ଯୁବକ ଜଣକ ହେଲେ ପ୍ରୀତମ ସାହୁ । ତାଙ୍କ ବୟସ ୩୬ ବର୍ଷ ହୋଇଥିବାବେଳେ ସେ ବଳଭଦ୍ରପୁରର ବାସିନ୍ଦା ।

ସୂଚନାନୁସାରେ, ପ୍ରୀତମ ଏବଂ ତାଙ୍କର ସାଙ୍ଗମାନେ ବିଳମ୍ବିତ ରାତିରେ ସାହି ପିଲାଙ୍କ ସହ ମିଶି ଭୋଜିଭାତର ଆୟୋଜନ କରିଥିଲେ । ନୂଆବର୍ଷର ମାହୋଲରେ ସମସ୍ତେ ମଜଗୁଲ୍ ଥିବାବେଳେ ଘଟିଥିଲା ଏହି ଦୁଃଖଦ ଘଟଣା ।

ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବ ପୋଲିସ ଘଟଣା ସ୍ଥଳକୁ ସିଲ କରି ତଦନ୍ତ ଚଳାଇଛି।

କଟକରୁ ପ୍ରଭୂକଲ୍ୟାଣ ପାଲ୍, ଇଟିଭି ଭାରତ

Intro:କଟକ: ନ୍ୟୁ ଇୟର ମଉଜ ହେଲା କାଳ । ଗଲା ଯୁବକଙ୍କ ଜୀବନ।ଗତକାଲି ବିଳମ୍ବିତ ରାତିରେ କଟକ ବଳଭଦ୍ର ପୁର ଠାରେ ଭୋଜିଭାତ କରୁଥିବା ବେଳେ ୫ ମହଲା ଛାତ ଉପରୁ ପଡି ଜଣେ ମୃତ। ମୃତକ ଯୁବକ ଜଣକ ହେଲେ ପ୍ରୀତମ ସାହୁ ବୟସ ୩୬ ବର୍ଷ ଓ ସେ ବଳଭଦ୍ର ପୁରର ବାସିନ୍ଦା।

ସୂଚନାନୁସାରେ ପ୍ରୀତମ ଏବଂ ତାଙ୍କର ସାଙ୍ଗମାନେ ଗତକାଲି ବିଳମ୍ବିତ ରାତିରେ ସାହି ପିଲାଙ୍କର ସହ ମିଶି ଭୋଜିଭାତର ଆୟୋଜନ କରିଥିଲେ। ନୂଆ ବର୍ଷର ମାହୋଲ ରେ ସମସ୍ତେ ମଜଗୁଲ ଥିବା ବେଳେ ଘଟିଥିଲା ଏହି ଦୁଃଖଦ ଘଟଣା।

ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ପୋଲିସ ଘଟଣା ସ୍ଥଳକୁ ସିଲ କରି ତଦନ୍ତ ଚଳାଇଛି।Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.