ETV Bharat / state

ମୋ ବସ ଧକ୍କାରେ ସାଇକେଲ ଆରୋହୀ ମୃତ, ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ବୃଦ୍ଧ

author img

By

Published : Jan 25, 2023, 7:22 PM IST

Updated : Jan 25, 2023, 7:35 PM IST

SCB ରାଣୀହାଟ ଗେଟ ନିକଟରେ ବୃଦ୍ଧ ସାଇକେଲ ଆରୋହିଙ୍କୁ ଧକ୍କା ଦେଲା ମୋ ବସ । ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ଏସସିବି କାଜୁଆଲ୍‌ଟିରେ ଭର୍ତ୍ତି କରଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

କଟକରେ ମୋ ବସ ଦୁର୍ଘଟଣା
କଟକରେ ମୋ ବସ ଦୁର୍ଘଟଣା

କଟକ: ମୋ ବସ ଧକ୍କାରେ ବୃଦ୍ଧ ସାଇକେଲ ଆରୋହୀ ମୃତ । SCB ରାଣୀହାଟ ଗେଟ ନିକଟରେ ଘଟିଥିଲା ଏହି ଦୁର୍ଘଟଣା । ବୃଦ୍ଧ ସାଇକେଲ ଆରୋହୀ ଯାଉଥିବା ସମୟରେ ଧକ୍କା ଦେଇଥିଲା ମୋ ବସ । ତେବେ ଘଟଣାସ୍ଥଳରେ ସାମନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲାବେଳେ ଦୁର୍ଘଟଣା ଘଟାଇଥିବା ମୋ ବସକୁ ଅଟକାଇ ଥିଲେ ଲୋକେ । ସେପଟେ ଗୁରୁତର ଆହତ ବୃଦ୍ଧଙ୍କୁ ଏସସିବି କାଜୁଆଲ୍‌ଟିରେ ଭର୍ତ୍ତି କରଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

Last Updated : Jan 25, 2023, 7:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.