ETV Bharat / state

ବାରବାଟୀ ଦିନିକିଆ: ଆଜିଠୁ ଅଫଲାଇନରେ ଟିକେଟ ବିକ୍ରି

author img

By

Published : Dec 16, 2019, 9:20 AM IST

Updated : Dec 16, 2019, 9:46 AM IST

ତୃତୀୟ ଏକ ଦିବସୀୟ ମ୍ୟାଚ ଟିକେଟ ଆଜି(ସୋମବାର)ଠାରୁ ଅଫଲାଇନରେ ବିକ୍ରି କରାଯିବ । ସୋମବାର ଓ ମଙ୍ଗଳବାର ଅର୍ଥାତ ଦୁଇଦିନ ଧରି ଅଫଲାଇନରେ ଟିକେଟ ବିକ୍ରି କରାଯିବ ।

_offline ticket selling starts from today
କଟକରେ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ

କଟକ: ବାରବାଟୀରେ ଖେଳାଯିବ ତୃତୀୟ ଏକ ଦିବସୀୟ ମ୍ୟାଚ । ଆସନ୍ତା 22 ତାରିଖରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଟିକେଟ ଆଜି(ସୋମବାର)ଠାରୁ ଅଫଲାଇନରେ ବିକ୍ରି କରାଯିବ । ସୋମବାର ଓ ମଙ୍ଗଳବାର ଅର୍ଥାତ ଦୁଇଦିନ ଧରି ଅଫଲାଇନରେ ଟିକେଟ ବିକ୍ରି କରାଯିବ ।

କଟକରେ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ

ଓସିଏ କନଫରେନ୍ସ ହଲରେ ଟିକେଟ ବିକ୍ରି ସହ ଅନୁବନ୍ଧିତ ସ୍କୁଲ ,କଲେଜ କ୍ଲବ ଇତ୍ୟାଦି ଗୁଡିକୁ ଟିକେଟ ବିକ୍ରି କରାଯିବ । ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି ଚାଲିବ । ଓସିଏ ପକ୍ଷରୁ ୮ ହଜାର ୯ ଶହ ୪୬ଟି ଟିକେଟ ବିକ୍ରି ପାଇଁ ଧାର୍ଯ୍ୟ କରାଯାଇଛି । ତେବେ ଏଥିରୁ ଯେଉଁ ଟିକେଟ ବଳିବ ତାହା କାଉଣ୍ଟରରେ ଆସନ୍ତା ୧୯ ଓ ୨୦ ତାରିଖରେ ୧୨ ଟି କାଉଣ୍ଟରରେ ବିକ୍ରୟ କରାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆସନ୍ତା ୨୨ ତାରିଖରେ ବାରବାଟୀ ରେ ଖେଳାଯିବାକୁ ଥିବା ତୃତୀୟ ଏକ ଦିବସିୟ ମ୍ୟାଚ ପାଇଁ ଆଜିଠାରୁ ଅଫଲାଇନ ଟିକେଟ ବିକ୍ରି କରାଯିବ।ଆଜି ଓ ଆସନ୍ତାକାଲି ଅର୍ଥାତ ଦୁଇ ଦିନ ଧରି ଓସିଏ କନଫରେନ୍ସ ହଲ ରେ ଏହି ଟିକେଟ ବିକ୍ରୟ କରାଯିବ।ଅନୁବନ୍ଧିତ ସ୍କୁଲ ,କଲେଜ କ୍ଲବ ଇତ୍ୟାଦି ଗୁଡିକୁ ଟିକେଟ ବିକ୍ରି କରାଯିବ।ସକାଳ ୧୦ ଟାରୁ ୫ ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି ଚାଲିବ।ଓସିଏ ଅନୁବନ୍ଧିତ ପାଇଁ ୮ ହଜାର ୯ ଶହ ୪୬ ଟି ଟିକେଟ ବିକ୍ରି ପାଇଁ ଧାର୍ଯ୍ୟ କରାଯାଇଛି।ତେବେ ଏଥିରୁ ଯେଉଁ ଟିକେଟ ବଳିବ ତାହା କାଉଣ୍ଟରରେ ଆସନ୍ତା ୧୯ ଓ ୨୦ ତାରିଖ ରେ ୧୨ ଟି କାଉଣ୍ଟରରେ ବିକ୍ରୟ କରାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।

Body:no need

Conclusion:no need
Last Updated : Dec 16, 2019, 9:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.