ETV Bharat / state

ଓସିଏ ନିର୍ବାଚନ: ଆଶୀର୍ବାଦ କେମିତି ଦେବେ ଭୋଟ ! - ଆଶୀର୍ବାଦ କେମିତି ଦେବେ ଭୋଟ

ଆସନ୍ତାକାଲି ଓସିଏ ନିର୍ବାଚନ । ନିର୍ବାଚନ ଚିଟଫଣ୍ଡ ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ଆଶୀର୍ବାଦ ଏହି ନିର୍ବାଚନରେ କିପରି ଭୋଟ ଦେବେ ତାହା ଆଜି ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 26, 2019, 2:42 PM IST

କଟକ: ରାତି ପାହିଲେ ଓସିଏ ନିର୍ବାଚନ । ଏଥିପାଇଁ ପ୍ରାର୍ଥୀମାନଙ୍କର ଅଙ୍କାକଷା ଏକପ୍ରକାର ସରିବା ଉପରେ । କିନ୍ତୁ ଏବେ ବି ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଭୋଟଦାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିଜେ ଆସିବେ ନା ପୋଷ୍ଟାଲ ଵାଲାଟ ମାଧ୍ୟମରେ ସେ ତାଙ୍କର ମତ ସାବ୍ୟସ୍ତ କରିବେ ତାହା ଆଜି ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହେବ ବୋଲି ତେବେ ଓସିଏ ନିର୍ବାଚନ କମିଶନର କହିଛନ୍ତି ।

ଆଶୀର୍ବାଦଙ୍କ ସମେତ ଆଉ 2ଜଣ ବ୍ୟକ୍ତିଙ୍କୁ ମଧ୍ୟ ଏକ ସିଲ ପୋଷ୍ଟାଲ ଵାଲାଟ ପଠେଇଛନ୍ତି ଓସିଏ ନିର୍ବାଚନ କମିଶନର । ଏହାଛଡା ଏହି 3ଜଣ ଭୋଟରଙ୍କ ଭୋଟ ଗଣତି ଅନ୍ୟ ସଭ୍ୟଙ୍କ ମତଗଣନା ପରେ ହେବ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଚିଟଫଣ୍ଡ ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ଆଶୀର୍ବାଦ ଏବେ ଜୁଡିସିଆଲ କଷ୍ଟଡିରେ ଅଛନ୍ତି । 2ଥର ବେଲ ପାଇଁ ଆବେଦନ କରିବା ସତ୍ତ୍ବେ ତାଙ୍କ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଜେଲରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଏବେ କ୍ୟାପିଟାଲ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆଶୀର୍ବାଦଙ୍କୁ ନୋମିନେସନର ପୂର୍ବଦିନ ଗିରଫ କରିଥିଲା ସିବିଆଇ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ରାତି ପାହିଲେ ଓସିଏ ନିର୍ବାଚନ । ଏନେଇ ସମସ୍ତ ପାର୍ଥି ଙ୍କ ମଧ୍ୟରେ ଏକପ୍ରକାର ଅଙ୍କାକଷା ସରିବା ଉପରେ । କିନ୍ତୁ ଏବେବି ପୁର୍ବତନ ସମ୍ପାଦକ ଆଶ୍ରିବାଦ ବେହେରାଙ୍କ ଭୋଟ ଦାନ କୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଓସିଏ ନିର୍ବାଚନ କମିଶନରଙ୍କ କହିବାନୁଯାୟୀ , ଆଜି ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହେବ ଆଶ୍ରିବାଦ କେମିତି ଦେବେ ଭୋଟ । ନିଜେ ଆସିବେ ନା ପୋଷ୍ଟାଲ ଵାଲାଟ ମାଧ୍ୟମ ରେ ସେ ତାଙ୍କର ମତ ସାବ୍ୟସ୍ତ କରିବେ । ତେବେ ଆଶ୍ରିବାଦ ଙ୍କ ସମେତ ଆଉ 2 ଜଣ ବ୍ୟକ୍ତି ଙ୍କୁ ମଧ୍ୟ ଏକ ସିଲ ପୋଷ୍ଟାଲ ଵାଲାଟ ପଠେଇଛନ୍ତି ଓସିଏ ନିର୍ବାଚନ କମିଶନର । ତେବେ ଆଜି ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହେବ ଆଶ୍ରିବାଦ ନିଜେ ଆସିବେ ନା ପୋଷ୍ଟାଲ ବାଲଟ ମାଧ୍ୟମରେ ସେ ତାଙ୍କ ମତଦାନ ସାବ୍ୟସ୍ତ କରିବେ
ଏହାଛଡା ଏହି 3 ଟି ଭୋଟରଙ୍କ ଭୋଟ ଗଣତି ସମସ୍ତ ମତଗଣନା ପରେ ହେବ ।

ତେବେ ଚିଟଫଣ୍ଡ ମାମଲା ରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଆଶ୍ରିବାଦ ଏବେ ଜୁଡିସିଆଲ କଷ୍ଟେଡି ରେ ଅଛନ୍ତି । 2 ଥର ବେଲ ପାଇଁ ଆବେଦନ କରିବା ସତ୍ତ୍ୱେ ଏଯାବତ ତାଙ୍କ ଆବେଦନ କୁ ଖାରଜ କରିଛନ୍ତି କୋର୍ଟ । ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସେ ଏବେ କ୍ୟାପିଟାଲ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି । ତେବେ ଆଶ୍ରିବାଦଙ୍କୁ ନୋମିନେସନ ର ପୂର୍ବ ଦିନ ଗିରଫ କରିଥିଲା ସିବିଆଇ ।

Body:ବାଇଟ: ଏମ ଏଲ ମଜୁମଦାର( ଓସିଏ ନିର୍ବାଚନ କମିଶନର)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.