ETV Bharat / state

ବାଲିଯାତ୍ରାରେ ଦର୍ଶକ ନେବେ ଛାଡଖାଇର ମଜା

author img

By

Published : Nov 13, 2019, 2:26 PM IST

ଛାଡଖାଇ ଅବସରରେ ବାଲିଯାତ୍ରା ପଡିଆରେ ଆମିଷର ମଜା ନେବେ ଦର୍ଶକ । ଏଥିପାଇଁ ପ୍ରସ୍ତୁତ ବ୍ୟବସାୟୀ ।

ଡିଡାଇନ ଫଟୋ

କଟକ: ବାଲିଯାତ୍ରାର ଆଜି ଦ୍ୱିତୀୟ ଦିନ। ବୁଧବାର ସାଙ୍ଗକୁ ଛାଡଖାଇ ପଡ଼ୁଥିବାରୁ ଆମିଷ ଉପରେ ସମସ୍ତଙ୍କ ନଜର । ଖାଉଟିଙ୍କ ଆଗ୍ରହ ଦେଖି ବିଭିନ୍ନ ପ୍ରକାର ଆମିଷ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ବ୍ୟବସାୟୀ । ଆମିଷର ନୂଆ ନୂଆ ଖାଦ୍ୟପଦାର୍ଥ ପ୍ରସ୍ତୁତ କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ବିଶେଷକରି ମାଛ, ଚିକେନ୍, ମଟନରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଉଛି । ତେବେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଦର ମଧ୍ୟ କମ୍ ରଖାଯାଇଥିବା ବ୍ୟବସାୟୀ କହିଛନ୍ତି । ସନ୍ଧ୍ୟା ସମୟରେ ଦର୍ଶକଙ୍କ ଭିଡ଼ ଜମିବ। ବାଲିଯାତ୍ରା ପଡ଼ିଆରେ ଛାଡଖାଇ କରିବା ନିଆରା । ତେବେ ବିଭିନ୍ନ ପ୍ରକାର ଆମିଷ ଖାଦ୍ୟ ଖାଇ ବାଲିଯାତ୍ରା ବୁଲିବା ପାଇଁ ଲୋକେ ବେଶ ଉତ୍ସାହିତ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ବାଲିଯାତ୍ରା ର ଆଜି ଦ୍ୱିତୀୟ ଦିନ।ବୁଧବାର ସାଙ୍ଗକୁ ଛାଡଖାଇ ପଡ଼ୁଥିବାରୁ ଆମିଷ ଉପରେ ସମସ୍ତଙ୍କ ନଜର।ଖାଉଟିଙ୍କ ଆଗ୍ରହ ଦେଖି ବିଭିନ୍ନ ପ୍ରକାର ଆମିଷ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ବ୍ୟବସାୟୀ ମାନେ।ଆମିଷର ନୂଆ ନୂଆ ପ୍ରକାରର ପ୍ରସ୍ତୁତ କରାଯାଉଛି।ବିଶେଷକରି ମାଛ,ଚିକେନ୍,ମଟନ ରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଉଛି।ତେବେ ଦର ମଧ୍ୟ କମ ରଖାଯାଇଥିବା ବ୍ୟବସାୟୀ କହିଛନ୍ତି। ସନ୍ଧ୍ୟା ସମୟରେ ଦର୍ଶକ ଙ୍କ ଭିଡ଼ ଜମିବ।ତେବେ ବାଲିଯାତ୍ରା ପଡ଼ିଆରେ ଛାଡଖାଇ କରିବା ଏକ ନିଆରା।ତେବେ ବିଭିନ୍ନ ପ୍ରକାର ଆମିଷ ଖାଦ୍ୟ ଖାଇ ବାଲିଯାତ୍ରା ବୁଲିବା କୁ ବେଶ ଉତ୍ସାହିତ ସମସ୍ତେ।

ବାଇଟ - ଗୌତମ ମହାନ୍ତି,ବ୍ୟବସାୟୀ।
ବାଇଟ - ଲୋପାମୁଦ୍ରା ଖଣ୍ଡାୟତ ରାୟ,ଦର୍ଶକ।
ବାଇଟ - ଶ୍ରାବଣୀ ମିଶ୍ର,ଦର୍ଶକ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.