ETV Bharat / state

ନିଶ୍ଚିତକୋଇଲି ବ୍ଲକକୁ ୩ ଦିନିଆ ସଟଡାଉନ ଘୋଷଣା

author img

By

Published : Jul 27, 2020, 9:57 AM IST

ନିଶ୍ଚିତକୋଇଲି ବ୍ଲକକୁ ୩ ଦିନିଆ ସଟଡାଉନ ଘୋଷଣା କଲେ ବିଡ଼ିଓ। ସ୍ଥାନୀୟ ସଂକ୍ରମଣ କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ନିଶ୍ଚିତକୋଇଲି ବ୍ଲକ କୁ ୩ ଦିନିଆ ସଟଡାଉନ ଘୋଷଣା।

କଟକ: ନିଶ୍ଚିତକୋଇଲି ବ୍ଲକକୁ ୩ ଦିନିଆ ସଟଡାଉନ ଘୋଷଣା କଲେ ବିଡ଼ିଓ। ଗତକାଲି ଏହି ବ୍ଲକରୁ ୧୭ ବ୍ଲକ କର୍ମଚାରୀଙ୍କ ସମେତ ୨୪ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସ୍ଥାନୀୟ ସଂକ୍ରମଣ କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ଏହାସହ ୩ ଦିନ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। କେବଳ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଖୋଲା ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଜାତୀୟ ରାଜପଥ ରେ ପୂର୍ବଭଳି ଗାଡି ଚଳାଚଳ କରିପାରିବ। ସୂଚନାଯୋଗ୍ୟ ନିଶ୍ଚିତକୋଇଲି ବ୍ଲକ ର ୧୭ କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ସହ ୩ ସ୍ଥାନୀୟ ସରପଞ୍ଚ ଓ ୪ ସ୍ଥାନୀୟ ଲୋକ ସଂସ୍ପର୍ଶରେ ଆସିଥିଲେ। ତେବେ ସ୍ଥାନୀୟ ସଂକ୍ରମଣ ସମ୍ଭାବନା ଥିବାରୁ ଏଭଳି ନିଷ୍ପତି ନିଆଯାଇଛି।

କଟକରୁ ନାରାୟଣ ସାହୁ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.