ETV Bharat / state

ରୋଚକ ମୋଡରେ ନିହାରିକା ମର୍ଡର ମିଷ୍ଟ୍ରି

author img

By

Published : Sep 25, 2019, 5:46 AM IST

ଥମୁନି ନିହାରିକା ମର୍ଡର ମିଷ୍ଟ୍ରିର ରହସ୍ୟ । ଏନେଇ ମଙ୍ଗବାର ଜଗତସିଂହପୁର ପୋଲିସ ଓ 3 ଜଣିଆ ଫରେନ୍ସସିକ୍‌ ଦଳ ଆସି କଟକ ଚାଉଳିଆଗଞ୍ଜ ଅପର୍ଣ୍ଣା ନଗର ସ୍ଥିତ ହତ୍ୟାକାଣ୍ଡ ଘଟିଥିବା ଘରେ ଆଉ ଥରେ କରିଛନ୍ତି ଛାନବିନ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଥମୁନି ନିହାରିକା ମର୍ଡର ମିଷ୍ଟ୍ରିର ରହସ୍ୟ । ଏବେ ବି ଚାପି ହୋଇ ରହିଛି କିଛି ସତ। ଏନେଇ ଆଜି ଜଗତସିଂହପୁର ପୋଲିସ ଓ 3 ଜଣିଆ ଫରେନ୍ସସିକ୍‌ ଦଳ ଆସି କଟକ ଚାଉଳିଆଗଞ୍ଜ ଅପର୍ଣ୍ଣା ନଗର ସ୍ଥିତ ହତ୍ୟାକାଣ୍ଡ ଘଟିଥିବା ଘରେ ଆଉ ଥରେ କରିଛନ୍ତି ଛାନବିନ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତିନି ଜଣିଆ ଫରନେସିକ ଟିମ ସହ ଉପସ୍ଥିତ ଥିଲେ ଜଗତସିଂହପୁର ଏସଡିପି ଓ ବିରିଡି ଥାନା ଆଇଆଇସି । ଉକ୍ତ ଘର ଦେଢ଼ ଘଣ୍ଟା ଧରି ତନ୍ନତନ୍ନ ଯାଞ୍ଚ କରିଥିଲେ ସାଇଣ୍ଟିଫିକ ଦଳର ସଦସ୍ୟମାନେ। ତେବେ ଏହି ଛାନଭିନରୁ କିଛି ମାତ୍ରାରେ ସୁରାଗ ମିଳିଥିବା ସୂଚନା ଦେଇଛନ୍ତି ଜଗତସିଂହପୁର ଏସଡିପିଓ । ତେବେ ରାଜା ରିମାଣ୍ଡରେ ଆସିଛି ପୁଣି କିଛି ସତ ବାହାରିବ କି । ତାହା ଆଗାମୀ ସମୟ କହିବ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ:ଥମୁନି ନିହାରିକା ମର୍ଡର ମିଷ୍ଟ୍ରିର ରହସ୍ୟ। ଏବେ ବି ଚାପି ହୋଇ ରହିଛି କିଛି ସତ। ଏନେଇ ଆଜି ଜଗତସିଂହପୁର ପୋଲିସ ଓ 3 ଜଣିଆ ଫରେନ୍ସସିକ ଦଳ ଆସି କଟକ ଚାଉଳିଆଗଞ୍ଜ ଅପର୍ଣ୍ଣା ନଗର ସ୍ଥିତ ହତ୍ୟାକାଣ୍ଡ ଘଟିଥିବା ଘରେ ଆଉ ଥରେ କରିଥିଲେ ଛାନବିନ।

ତିନି ଜଣିଆ ଫରନେସିକ ଟିମ ସହ ଉପସ୍ଥିତ ଥିଲେ ଜଗତସିଂହପୁର ଏସ ଡି ପି ଓ ଓ ବିରିଡି ଥାନା ଆଇ ଆଇ ସି। ଉକ୍ତ ଘର ଦେଢ଼ ଘଣ୍ଟା ଧରି ତନ୍ନତନ୍ନ ଯାଞ୍ଚ କରିଥିଲେ ସାଇଣ୍ଟିଫିକ ଦଳର ସଦସ୍ୟମାନେ। ତେବେ ଏହି ଛାନଭିନ ରୁ କିଛି ମାତ୍ରା ରେ ସୁରାଗ ମିଳିଥିବା ସୂଚନା ଦେଇଛନ୍ତି ଜଗତସିଂହପୁର ଏସ୍ଡିପିଓ । ତେବେ ରାଜା ରିମାଣ୍ଡରେ ଆସିଛି ପୁଣି କିଛି ସତ ବାହାରିବ କି। ତାହା ଆଗାମୀ ସମୟ କହିବ।Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.