ETV Bharat / state

କଟକ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ଭବାନୀ ଶଙ୍କର ଚଇନୀ

କଟକର ନୂଆ ଜିଲ୍ଲାପାଳ ହୋଇଛନ୍ତି ଭବାନୀ ଶଙ୍କର ଚଇନୀ । ସେ ଆଜି (ସୋମବାର) ଦାୟିତ୍ବ ଗ୍ରହଣ କରିଛନ୍ତି ।

author img

By

Published : Jun 24, 2019, 4:41 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ : କଟକ ଜିଲ୍ଲାପାଳ ଭାବେ ଆଜି(ସୋମବାର) କାର୍ଯ୍ୟରେ ଯୋଗଦେଲେ ଭବାନୀ ଶଙ୍କର ଚଇନୀ । ଅରବିନ୍ଦ ଅଗ୍ରୱାଲଙ୍କ ସ୍ଥାନରେ ନୂତନ ଭାବେ ସେ ଆଜି(ସୋମବାର) କଟକ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ଏହି ଅବସରରେ ସେ କହିଛନ୍ତି, କଟକରେ ବର୍ତ୍ତମାନ ସୁଦ୍ଧା ଅନେକ ସମସ୍ୟା ରହିଛି । ଯାହାକୁ ଖୁବ ଶୀଘ୍ର ସମାଧାନ କରାଯିବ । ବିଶେଷ କରି ମୌସୁମୀ ଜନିତ ବର୍ଷାରେ ଯେପରି କଟକ ଜଳବନ୍ଦୀ ନହେବ ସେ ଦିଗରେ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ସେ ଗୁରୁତ୍ବାରୋପ କରିଛନ୍ତି ।

ସେହିପରି ବାଦାମବାଡି ବସଷ୍ଟାଣ୍ଡରେ ଅନେକ ସମସ୍ୟା ରହିଛି । ପ୍ରତ୍ୟେକ ଦିନ ହଜାର ହଜାର ଯାତ୍ରୀ ଉକ୍ତ ସ୍ଥାନ ଦେଇ ବିଭିନ୍ନ ସ୍ଥାନକୁ ଯାତାୟତ କରିଥାନ୍ତି । ତେବେ ବସଷ୍ଟାଣ୍ଡର ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ମଧ୍ୟ ସେ ଦର୍ଶାଇଛନ୍ତି । ଏହା ସହ ସାଧାରଣ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱର ସହ ନିଆଯାଇ ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Slug-new Cuttack collector joined,rep - narayan,ctc,avb,24.06.19

ଆଂଙ୍କର- କଟକ ଜିଲ୍ଲାପାଳ ଭାବେ ଯୋଗଦେଲେ ଭବାନୀ ଶଙ୍କର ଚଇନି।ଅରବିନ୍ଦ ଅଗ୍ରୱାଲଙ୍କ  ବଦଳରେ  ନୂତନ ଭାବେ ସେ ଆଜି କଟକ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି।
କଟକ ରେ ଵର୍ତମାନ ସୁଦ୍ଧା ଅନେକ ସମସ୍ୟା ରହିଛି । ଯାହାକୁ ଖୁବ ଶୀଘ୍ର ସମାଧାନ କରାଯିବ । ବିଶେଷ କରି ମୌସୁମୀ ଜନିତ ବର୍ଷା ରେ ଯେପରି କଟକ ରେ ଜଳବନ୍ଦୀ ନହେବ ସେ ଦିଗରେ କଡା଼ ଆଭିମୁଖ୍ୟ ଗ୍ରହଣ କରାଯିବ ।ସେହିପରି ବାଦାମବାଡ଼ି ବସଷ୍ଟାଣ୍ଡ ରେ ଅନେକ ସମସ୍ୟା ରହିଛି।ପ୍ରତ୍ୟକ ଦିନ ହଜାର ହଜାର ଯାତ୍ରୀ ଉକ୍ତ ସ୍ଥାନ ଦେଇ ବିଭିନ୍ନ ସ୍ଥାନକୁ ଯାତାୟତ କରିଥାନ୍ତି।ତେବେ ବାଦାମବାଡ଼ି ବସଷ୍ଟାଣ୍ଡ ର ସୌନ୍ଦର୍ଯ୍ୟକରଣ କରାଯିବ।ସେହିପରି ସାଧାରଣ ଲୋକଙ୍କ ସମସ୍ୟା କୁ ଗୁରୁତ୍ୱର ସହ ନିଆଯାଇ ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ କରାଯିବ।ତେବେ ଯାଇକା ପ୍ରକଳ୍ପ ସହ ଅନ୍ୟ ବିଭିନ୍ନ ପ୍ରକଳ୍ପ ଉପରେ ବୈଠକ ଡକାଯିବ। ବୈଠକ ପରେ ସମସ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଟକ ଜିଲାପାଳ ଭବାନୀସଙ୍କର ଚୟିନୀ । 

ବାଇଟ : ଭବାନି ଶଙ୍କର ଚୟିନୀ ( କଟକ ଜିଲାପାଳ )

Visuals byte through MOJO...
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.