ETV Bharat / state

ପ୍ଲାଜମା ପାଇଁ ସ୍ବାସ୍ଥ୍ୟ ପରୀକ୍ଷା କଲେ ଏନଡିଆରଏଫ ଯବାନ - ସ୍ବାସ୍ଥ୍ୟ ପରୀକ୍ଷା କଲେ ଏନଡିଆରଏଫ ଯବାନ

ପ୍ଲାଜମା ଦେବା ପାଇଁ ସ୍ବାସ୍ଥ୍ୟ ପରୀକ୍ଷା କଲେ ଏନଡିଆରଏଫ ଯବାନ । ଯଦି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ତ୍ରୁଟି ନଆସେ ତେବେ ସେମାନେ ପ୍ଲାଜମା ଦେଇପାରିବେ । ଅଧିକ ପଢନ୍ତୁ...

NDRF jawan tested health for donate  plasma
ପ୍ଲାଜମା ପାଇଁ ସ୍ବାସ୍ଥ୍ୟ ପରୀକ୍ଷା କଲେ ଏନଡିଆରଏଫ ଯବାନ
author img

By

Published : Jul 19, 2020, 8:10 PM IST

କଟକ: ପ୍ଲାଜମା ଦେବା ପାଇଁ ରବିବାର ଏସସିବିରେ 8 ଜଣ ଏନଡିଆରଏଫ ଯବାନ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି । ଯଦି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ତ୍ରୁଟି ନଆସେ ତେବେ ସେମାନେ ପ୍ଲାଜମା ଦେଇପାରିବେ ।

ଏହାଛଡା ଅଗ୍ନିଶମ ବିଭାଗର କର୍ମଚାରୀ ମଧ୍ୟ ପ୍ଲାଜମା ଦେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ତେବେ ଏହା ସଫଳ ହେଲେ ସୁସ୍ଥହାର ଆହୁରି ବଢିବ ବୋଲି କହିଛନ୍ତି ଜୟନ୍ତ ପଣ୍ଡା । ତେବେ ଡାକ୍ତର ପଣ୍ଡା ପ୍ଲାଜମା ଥେରାପିକୁ ନେଇ ସମ୍ପର୍କରେ ଅଧିକ ତଥ୍ୟ ମଧ୍ୟ ଦେଇଛନ୍ତି ।

ପ୍ଲାଜମା ପାଇଁ ସ୍ବାସ୍ଥ୍ୟ ପରୀକ୍ଷା କଲେ ଏନଡିଆରଏଫ ଯବାନ

ପ୍ରକାଶ ଥାଉ କି ଓଡିଶାରେ ପ୍ଲାଜମା ଥେରାପି ସଫଳ ହେଉଥିବାର ନଜର ଆସୁଛନ୍ତି । ଏଥିପାଇଁ ଅନେକ ବ୍ୟକ୍ତିବିଶେଷ ପ୍ଲାଜମା ଦାନ କରୁଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.